OdishaStatenews.com Today : 18-May-2021 06:31:13 AM
୩୦ ମିନିଟରୁ ଅଧିକ ସମୟ ସୋସିଆଲ ମିଡିଆରେ ବିତାନ୍ତୁ ନାହିଁ, ପାରିବାରିକ ସମ୍ପର୍କକୁ ମଜଭୁତ କରନ୍ତୁ ତୀବ୍ରତର ହେଲା ସାମୁଦ୍ରିକ ବାତ୍ୟା ତୌତେ, ଗୁଜରାଟ ଏବଂ ଦିଉ ଉପକୂଳ ପ୍ରତି ସତର୍କ ସୂଚନା ଜାରି କେରଳରେ ପ୍ରବଳ ବର୍ଷା: ଭୟଙ୍କର ରୂପ ନେଉଛି ବାତ୍ୟା ‘ତୌକ୍‌ତେ’ ଷ୍ଟେରୋଇଡ୍‌ ଦୁରୁପଯୋଗ ବ୍ଲାକ୍‌ ଫଙ୍ଗସ୍‌ ବଢ଼ାଉଛି Previous Next ୩୦ ମିନିଟରୁ ଅଧିକ ସମୟ ସୋସିଆଲ ମିଡିଆରେ ବିତାନ୍ତୁ ନାହିଁ,… ତୀବ୍ରତର ହେଲା ସାମୁଦ୍ରିକ ବାତ୍ୟା ତୌତେ, ଗୁଜରାଟ ଏବଂ ଦିଉ… କେରଳରେ ପ୍ରବଳ ବର୍ଷା: ଭୟଙ୍କର ରୂପ ନେଉଛି ବାତ୍ୟା… ଷ୍ଟେରୋଇଡ୍‌ ଦୁରୁପଯୋଗ ବ୍ଲାକ୍‌ ଫଙ୍ଗସ୍‌ ବଢ଼ାଉଛି ଆଜିଠାରୁ ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ, ଶେଷ… |

ମାଁ ଡୁମେର୍ ମୁଡେନ୍ ଯୁବକ ସଂଘ କାଙ୍କେରୀ ,କଳାହାଣ୍ଡି ତରଫରୁ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଜାଇଛ

October 16, 2018, ଓଡ଼ିଶା, କଳାହାଣ୍ଡି,


ମାଁ ଡୁମେର୍ ମୁଡେନ୍ ଯୁବକ ସଂଘ କାଙ୍କେରୀ ,କଳାହାଣ୍ଡି ତରଫରୁ  ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଜାଇଛ

[ ]
OdishaStateNews Bureau
October 16, 2018

ମାଁ ଡୁମେର୍ ମୁଡେନ୍ ଯୁବକ ସଂଘ କାଙ୍କେରୀ ,କଳାହାଣ୍ଡି ତରଫରୁ
ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଜାଇଛି!! ଏହି କାର୍ଯ୍ୟକ୍ରମ କୁ ପ୍ରସ୍ତାବ ଦେଇଥିଲେ ସଂଘ ର କାର୍ଯ୍ୟକର୍ତ୍ତା ବା Social activist of kalahandi ର ଉପ ସଭାପତି ମହେଶ୍ୱର ସୁନାନୀ !! ଏହି ପ୍ରସ୍ତାବ କୁ ଲଲିତ ବାଗ୍ ଓ ବୌକୁଣ୍ଠ ଜଗତ ସମର୍ଥନ କରିବା ସହିତ କାର୍ଯ୍ୟକ୍ରମ କୁ ସଫଲ ମଧ୍ଯ କରାଇଥିଲେ !! ଏହି କାର୍ଯ୍ୟକ୍ରମ ରେ ପ୍ରମୁଖ ଭାବରେ - ସଂଘ ର ସଦସ୍ୟ ମାନେ ଯଥା - ସୁଧିର ଜଗତ ,, ଉପେନ୍ଦ୍ର ଜଗତ,,ପିତାମ୍ବର ବାଗ୍ ,,ଯଦୁନାଥ ବାଗ୍,,ସୁବନ୍ ସୁନାନୀ,,ବିବେକ୍ ବାଗ୍ ,,ରିକା ଜଗତ,,ଭିଷ୍ମ ଜଗତ,,ଏବଂ ଏହି କାର୍ଯ୍ୟକୁ ପାରିସ୍ରାମିକ ସମୟ ଦେଇଥିଲେ ପଦୁଲୋଚନ ଜଗତ ତାଙ୍କୁ ସଂଘ ତରଫରୁ ଧନ୍ଯବାଦ ଦେଇ ମହେଶ୍ୱର ସୁନାନୀ ଙ୍କ ଜନ୍ମ ଦିବସ ଥିବାରୁ ସମସ୍ତେ ତାଙ୍କୁ ଅଭିନନ୍ଦନ ଜଣାଇ କାର୍ଯ୍ୟଶେଷ କରାଜାଇଥିଲା !! ଏହି କାର୍ଯ୍ୟ ଗୋଲାଘର ଛକ୍ ଠାରୁ ସାଇରାମ ମନ୍ଦିର ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା !!




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଜୟପୁର ସହରରେ ପଥୋସ୍ଥବ ପାଇଁ ପ୍ରସ୍ତୁତି ବୈଠକ

ଜୟପୁର ସହରରେ ପଥୋସ୍ଥବ ପାଇଁ ପ୍ରସ୍ତୁତି ବୈଠକ
Read More...

ଘରେ ଏହି ଜିନିଷଟି ଥିଲେ, ପାଖ ମାଡ଼ିବନି ଅଭାବ

ଘରେ ଏହି ଜିନିଷଟି ଥିଲେ, ପାଖ ମାଡ଼ିବନି ଅଭାବ
Read More...

ଆମ ଆଣ୍ଡ୍ରଏଡ୍ ଆପ୍:
ବିଜ୍ଞାପନ :

ସମ୍ବାଦଦାତା ଆବଶ୍ୟକ: Join us as Reporters and post your news in real time...
Register Now!
ପ୍ରତିନିଧି ଲଗ୍ ଇନ୍ :

ଛବିରେ ଖବର :ବୋନି କପୁର ଝିଅ ମାନଙ୍କ ସହିତ ଡିନର କରିବାକୁ ବାହାରିବାର ଦୃଶ୍ୟ
View All Photos

ଦର୍ଶକ ପରିସଂଖ୍ୟାନ :

Free track counters

ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର : 7440076555
©, ସର୍ବସତ୍ତ୍ବ ସଂରକ୍ଷିତ OdishaStateNews.com, 2018
ୱେବ୍ ସଂରଚନା ଓ ନିର୍ମାଣ OdishaStateNews IT Cell