OdishaStatenews.com Today : 18-May-2021 07:18:07 AM
୩୦ ମିନିଟରୁ ଅଧିକ ସମୟ ସୋସିଆଲ ମିଡିଆରେ ବିତାନ୍ତୁ ନାହିଁ, ପାରିବାରିକ ସମ୍ପର୍କକୁ ମଜଭୁତ କରନ୍ତୁ ତୀବ୍ରତର ହେଲା ସାମୁଦ୍ରିକ ବାତ୍ୟା ତୌତେ, ଗୁଜରାଟ ଏବଂ ଦିଉ ଉପକୂଳ ପ୍ରତି ସତର୍କ ସୂଚନା ଜାରି କେରଳରେ ପ୍ରବଳ ବର୍ଷା: ଭୟଙ୍କର ରୂପ ନେଉଛି ବାତ୍ୟା ‘ତୌକ୍‌ତେ’ ଷ୍ଟେରୋଇଡ୍‌ ଦୁରୁପଯୋଗ ବ୍ଲାକ୍‌ ଫଙ୍ଗସ୍‌ ବଢ଼ାଉଛି Previous Next ୩୦ ମିନିଟରୁ ଅଧିକ ସମୟ ସୋସିଆଲ ମିଡିଆରେ ବିତାନ୍ତୁ ନାହିଁ,… ତୀବ୍ରତର ହେଲା ସାମୁଦ୍ରିକ ବାତ୍ୟା ତୌତେ, ଗୁଜରାଟ ଏବଂ ଦିଉ… କେରଳରେ ପ୍ରବଳ ବର୍ଷା: ଭୟଙ୍କର ରୂପ ନେଉଛି ବାତ୍ୟା… ଷ୍ଟେରୋଇଡ୍‌ ଦୁରୁପଯୋଗ ବ୍ଲାକ୍‌ ଫଙ୍ଗସ୍‌ ବଢ଼ାଉଛି ଆଜିଠାରୁ ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ, ଶେଷ… |

ଘରେ ଏହି ଜିନିଷଟି ଥିଲେ, ପାଖ ମାଡ଼ିବନି ଅଭାବ

October 16, 2018, ଅନ୍ୟାନ୍ୟ, ,


ଘରେ ଏହି ଜିନିଷଟି ଥିଲେ, ପାଖ ମାଡ଼ିବନି ଅଭାବ
OdishaStateNews Bureau
October 16, 2018

ଶ୍ରୀଗଣେଶ ହେଉଛନ୍ତି ସିଦ୍ଧି ପ୍ରଦାୟକ। ପୁରାଣ ଅନୁସାରେ, ବିଘ୍ନ ବିନାଶକ ହେଉଛନ୍ତି ଦେବତାଙ୍କ ମଧ୍ୟରେ ଅଗ୍ରପୂଜ୍ୟ । ତାଙ୍କ ଉପସ୍ଥିତିକୁ ସର୍ବୋତ୍ତମ ବା ଶ୍ରେଷ୍ଠ ବୋଲି ଗ୍ରହଣ କରାଯାଇଛି। ଏଣୁ ଆପଣଙ୍କ ଘରର ଦୁଆର ମୁହଁରେ ବା କବାଟର ସର୍ବୋଚ୍ଚ ସ୍ଥାନରେ ଭଗବାନ ଶ୍ରୀଗଣେଶଙ୍କ ଫଟୋଟିଏ ବା ମୂର୍ତ୍ତିଟିଏ ରଖନ୍ତୁ। କିଛି ନ ହେଲେ ମଧ୍ୟ ସବୁଦିନ ସକାଳେ ତାଙ୍କୁ ମୁଣ୍ଡିଆଟିଏ ମାରନ୍ତୁ। ଆଉ ପାରୁଛନ୍ତି ଯଦି ଦୁବ କେରାଏ ଓ ଟୋପେ ସିନ୍ଦୁର ତାଙ୍କୁ ଲାଗି କରନ୍ତୁ । ଦେଖିବେ, ଆପଣଙ୍କ ଘର ଧନଧାନ୍ୟରେ ପୂରି ଉଠିବ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମାଁ ଡୁମେର୍ ମୁଡେନ୍ ଯୁବକ ସଂଘ କାଙ୍କେରୀ ,କଳାହାଣ୍ଡି ତରଫରୁ  ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଜାଇଛ

ମାଁ ଡୁମେର୍ ମୁଡେନ୍ ଯୁବକ ସଂଘ କାଙ୍କେରୀ ,କଳାହାଣ୍ଡି ତରଫରୁ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଜାଇଛ
Read More...

ଏହି ସବୁ ନିରାମିଷ ଖାଦ୍ୟରୁ  ମିଳିଥାଏ ପ୍ରୋଟିନ୍‌

ଏହି ସବୁ ନିରାମିଷ ଖାଦ୍ୟରୁ ମିଳିଥାଏ ପ୍ରୋଟିନ୍‌
Read More...

ଆମ ଆଣ୍ଡ୍ରଏଡ୍ ଆପ୍:
ବିଜ୍ଞାପନ :

ସମ୍ବାଦଦାତା ଆବଶ୍ୟକ: Join us as Reporters and post your news in real time...
Register Now!
ପ୍ରତିନିଧି ଲଗ୍ ଇନ୍ :

ଛବିରେ ଖବର :ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ  ଙ୍କୁ କରୋନା
View All Photos

ଦର୍ଶକ ପରିସଂଖ୍ୟାନ :

Free track counters

ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର : 7440076555
©, ସର୍ବସତ୍ତ୍ବ ସଂରକ୍ଷିତ OdishaStateNews.com, 2018
ୱେବ୍ ସଂରଚନା ଓ ନିର୍ମାଣ OdishaStateNews IT Cell