Tuesday, August 23, 2022
Homeବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ସମ୍ବଲପୁର ଦିନ ପାଳନ

ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ସମ୍ବଲପୁର ଦିନ ପାଳନ

ବ୍ରହ୍ମପୁର, ବିଶ୍ବ ବିଦ୍ୟାଳୟରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସମ୍ବଲପୁର ଦିନ ପାଳନ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପ୍ରଫେସର ଶ୍ରୀଯୁକ୍ତ ସୁଶାନ୍ତ କୁମାର ବରାଳ, ପ୍ରଫେସର ଶ୍ରୀଯୁକ୍ତ ସୁଧାକର ପାତ୍ର,  ଶ୍ରୀଯୁକ୍ତ ଅଶୋକ କୁମାର ଧାଙ୍ଗଡ ମାଝୀ, ଶ୍ରୀଯୁକ୍ତ ER. ସୁଶାନ୍ତ କୁମାର ମାହାଭାରା, ଶ୍ରୀଯୁକ୍ତ DR. ସମୀର ଭୋଇ ପ୍ରମୁଖ ଯୋଗ ଦେଇ ସମ୍ବଲପୁର ଦିନ ଓ ପର୍ବ ପାଳନ ଉତ୍ସବ ଅବସରରେ ଆଲୋକପାତ କରିଥିଲେ। ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସମ୍ବଲପୁର ନାଚ ଗୀତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ରିପୋର୍ଟର ଜ୍ୟୋତି ରଞ୍ଜନ ଗୌଡ଼ ବ୍ରହ୍ମପୁର।

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!