Tuesday, August 23, 2022
Home୧୧ ଫୁଟର ଅଜଗର ଉଦ୍ଧାର

୧୧ ଫୁଟର ଅଜଗର ଉଦ୍ଧାର

ମାଲକାନଗିରି ଜିଲା ପୌର ପରିଷଦ ଅଞ୍ଚଳଏମଭି ୨ ଗ୍ରାମରେ ଏକ ୧୧ ଫୁଟ ଲମ୍ବରଅଜଗର ଉଦ୍ଧାର କରାଯାଇଛି। ଏମରି ୨ଗ୍ରାମର ରାଜେଶ ସଁସଦାଙ୍କ ଘର ଖତ ଗଦା
ନିକଟରେ ଏକ ଅଜଗର ଥିବା ଗ୍ରାମବାସୀଦେଖିବାକୁ ପାଇଥିଲେ । ସଙ୍ଗେ ସଙ୍ଗେ ସ୍ନେକ ହେଲୁଳାଇନ
ସଦସ୍ୟ ସ୍ନେହାଶିଷ ନାୟକଙ୍କୁ ଖବର ଦେବା ପରେ ସେ ଓତାଙ୍କ ସହଯୋଗୀ ସାପଟିକୁ ଉଦ୍ଧାରକରିଥିଲେ। ତେବେ
ପ୍ରବଳ ବର୍ଷା ଯୋଗୁ ଖାଦ୍ୟ ଅନ୍ୱେଷଣରେ ସାପଟି ସହର
ଭିତରକୁ ଚାଲି ଆସିବା
ନାୟକ କହିଥିଲେ। ସାପ
୧୧ ଫୁଟ ଲମ୍ବ ଥିବା
ବେଳେ ଏହାର ଓଜନ
ପ୍ରାୟ ୩୦ କେଜିଂ ଅଛି
ବୋଲି ସେ କହିଥିଲେ।
ପରେ ସାପଟିକୁ ଉଦ୍ଧାର କରାଯାଇ ବନ ବିଭାଗକୁ
ହସ୍ତାନ୍ତର କରାଯାଇଥିଲା। ବନ ବିଭାଗ ଭକ୍ତ ସାପଟିର
ଆସୁ ଚିକିତ୍ସା କରି ନିକଟସ୍ଥ ଜଙ୍ଗଲରେ ଛାତି ଦେଇଥିବା
ବନାଞ୍ଚଳ ଅଧୂକାରୀ ଜଗନ୍ନାଥ ବିଶୋଇ ପ୍ରକାଶ କରିଛନ୍ତି।

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!