Tuesday, August 23, 2022
Homeରାୟଗଡ଼ା ଜିଲ୍ଲା ବିଷମକଟକ ପଞ୍ଚାୟତ ସମିତି ଅନ୍ତର୍ଗତ ଚାଟିକଣା ର ପାତାଳେଶ୍ବର ଶୈବପୀଠ ରେ ଚଳିତ ପବିତ୍ର ଶ୍ରାବଣ ମାସର

ରାୟଗଡ଼ା ଜିଲ୍ଲା ବିଷମକଟକ ପଞ୍ଚାୟତ ସମିତି ଅନ୍ତର୍ଗତ ଚାଟିକଣା ର ପାତାଳେଶ୍ବର ଶୈବପୀଠ ରେ ଚଳିତ ପବିତ୍ର ଶ୍ରାବଣ ମାସର

ରାୟଗଡ଼ା ଜିଲ୍ଲା ବିଷମକଟକ ପଞ୍ଚାୟତ ସମିତି ଅନ୍ତର୍ଗତ ଚାଟିକଣା ର ପାତାଳେଶ୍ବର ଶୈବପୀଠ ରେ ଚଳିତ ପବିତ୍ର ଶ୍ରାବଣ ମାସର ପ୍ରତ୍ୟେକ ସୋମବାର ହଜାର ହଜାର କାଉଡ଼ିଆ ଙ୍କ ଭିଡ଼ ଦେଖିବାକୁ ମିଳୁଛି। ଶ୍ରାବଣ ମାସରେ ପ୍ରତିବର୍ଷ ଏମିତି ଭକ୍ତଙ୍କ ଅହେତୁକ ଭିଡ଼ ଦେଖିବାକୁ ମିଳେ। ପ୍ରତ୍ୟେକ ସୋମବାର ଏଠାରେ ଭଗବାନ ଶମ୍ଭୁ ଙ୍କ ଲିଙ୍ଗରେ ଜଳଲାଗି କଲାପରେ ଓ  ପ୍ରସାଦ ସେବନରେ ଭୋଜନ କରି ପୁନଃ ନିଜନିଜ ଗନ୍ତବ୍ୟ ସ୍ଥଳ ଅଭିମୁଖେ ଫେରୁଥିବା ଦେଖିବାକୁ ମିଳୁଛି।ଏହି ଅବସରରେ ମନ୍ଦିର ପରିସର ପ୍ରତ୍ୟେକ ସୋମବାର ଜନଗହଳି ସହ ଉସ୍ଛବମୂଖର ହୋଇଉଠୁଛି।
ରାମନାଗୁଡା ରୁ Dhabaleswa patri ଙ୍କ ରିପୋର୍ଟ

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!