Tuesday, August 23, 2022
Homeସୁରଭି ର ବନ ମହୋତ୍ସବ ପାଳନ କାର୍ଯ୍ୟକ୍ରମ।ବ୍ରହ୍ମପୁର

ସୁରଭି ର ବନ ମହୋତ୍ସବ ପାଳନ କାର୍ଯ୍ୟକ୍ରମ।ବ୍ରହ୍ମପୁର

ଗଜପତି ନଗର ସପ୍ତମ ଲାଇନ ସ୍ଥିତ ହନୁମାନ ମନ୍ଦିର ଠାରେ ସୁରଭି ଗ୍ରୁପ ର ସଭାନେତ୍ରୀ ଉଷା ପଟ୍ଟନାୟକଙ୍କ ନେତୃତ୍ୱରେ ବୃକ୍ଷ ରୋପଣ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସାଂସଦ ଶ୍ରୀଯୁକ୍ତ ଚନ୍ଦ୍ର ଶେଖର ସାହୁ,ସମ୍ମାନୀତ ଅତିଥି ଭାବେ ବିଧାୟକ ଶ୍ରୀଯୁକ୍ତ ବିକ୍ରମ ପଣ୍ଡା,Bemc କମିସନର ଜେ ସୋନାଲ, ମେୟର ଶ୍ରୀମତୀ ସଂଘମିତ୍ରା ଦଳେଇ, କାଜୁ ଉନ୍ନୟନ ବିଭାଗ ଅଧ୍ୟକ୍ଷ ଶ୍ରୀଯୁକ୍ତ ସୁବାଷ ମହାରଣା ପ୍ରମୁଖ ଯୋଗ ଦେଇ ବୃକ୍ଷ ରୋପଣ କରିଥିଲେ। ଗଜପତି ନଗର ଉନ୍ନୟନ କର୍ପୋରେଟର ସମୀର କୁମାର ମିଶ୍ର, ଉନ୍ନୟନ କମିଟି ଉପଦେଷ୍ଟା ରାଜେନ୍ଦ୍ର କୁମାର ପଣ୍ଡା, ରାଜେଶ ସାହୁ, ବିନୋଦ ମହାପାତ୍ର, ଶରତ ମହାପାତ୍ର,ରାଜଗୁରୁ ନିର୍ମଳ ପତି ପ୍ରମୁଖ ଯୋଗ ଦେଇ ସହଯୋଗ କରିଥିଲେ। ସୁରଭି ଅନୁଷ୍ଠାନ ତରଫରୁ ସସ୍ମିତା ସାହୁ, ରିନା ମହାପାତ୍ର, ସଂଯୁକ୍ତା ସାହୁ, ଅହଲ୍ୟା ପଟ୍ଟନାୟକ, ସବିତା ପ୍ରହରାଜ, ଶୁଭଶ୍ରୀ ସାବତ, ରଶ୍ମିତା ଦଳାଇ, ବିଜୟଲକ୍ଷ୍ମୀ ଗନ୍ତାୟତ, ଆଭାପ୍ରିୟା ଦାସ, ଜ୍ୟୋତ୍ସ୍ନା ଦାସ, ସ୍ୱାଗତିକା ଦାସ ପ୍ରମୁଖ ଯୋଗ ଦେଇ ସହଯୋଗ କରିଥିଲେ। ରିପୋର୍ଟର ଜ୍ୟୋତି ରଞ୍ଜନ ଗୌଡ଼ ବ୍ରହ୍ମପୁର।

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!