Tuesday, August 23, 2022
Homeବନ୍ଦେ ମାତରମ କାର୍ଯ୍ୟକ୍ରମ ର ଦ୍ଵିତୀୟ ପର୍ଯ୍ୟାୟ। ବ୍ରହ୍ମପୁର

ବନ୍ଦେ ମାତରମ କାର୍ଯ୍ୟକ୍ରମ ର ଦ୍ଵିତୀୟ ପର୍ଯ୍ୟାୟ। ବ୍ରହ୍ମପୁର

 ସ୍ଥାନୀୟ ଆସ୍କା ରୋଡ ସ୍ଥିତ ଚତୃଭୂଜ ଧର୍ମଶାଳା ଠାରେ ବନ୍ଦେ ମାତରମ ଦ୍ଵିତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଛୋଟ ପିଲା ମାନଙ୍କ ପାଇଁ ବିଭିନ୍ନ ପ୍ରତିଯୋଗିତା ର ଆୟୋଜନ କରାଯାଇଥିଲା। ଏହା ଏକ ଚ୍ୟାରିଟି ପ୍ରୋଗ୍ରାମ ଏହାର ଲକ୍ଷ୍ୟ ହେଉଛି ଗରିବ ଓ ଅଭାବୀ ଲୋକଙ୍କୁ ସାହାର୍ଯ୍ୟ କରିବା। ଏହି କାର୍ଯ୍ୟକ୍ରମରେ ଦିଲ୍ଲୀପ ମହାପାତ୍ର,ରାଧାରାଣୀ ପାତ୍ର, ପ୍ରଣିତା ହୋତା,ସସ୍ମିତା ସାହୁ, ଅନ୍ତର୍ଯ୍ୟାମୀ ପାତ୍ର, ମନୋଜ ସାହୁ, ସୁଦିପ କୁମାର ସାହୁ,ଅମିୟ ଭାଇ,ଚାନ୍ଦିନୀ,ଭାଗ୍ୟ,ସୁମିତ୍ରା, କୁସୁମ, ପୁଷ୍ପାଲତା ପାଣିଗ୍ରାହୀ,ଶିବାନୀ,ରବି ଭାଇ ପ୍ରମୁଖ ଉପସ୍ଥିତ ରହିଥିଲେ। ରିପୋର୍ଟର ଜ୍ୟୋତି ରଞ୍ଜନ ଗୌଡ଼ ବ୍ରହ୍ମପୁର।

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!