Tuesday, August 23, 2022
Homeଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

ବାଲିମେଳା, ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ ପକ୍ଷରୁ ଆଜି ଆଦିବାସୀଙ୍କ ଉପରେ ହେଉଥିବା ଅନ୍ୟାୟ, ଅତ୍ୟାଚାର ଏବଂ ସେମାନଙ୍କ ବିରୋଧରେ ସଂସଦରେ ପ୍ରଣୟନ କରାଯାଉଥିବା ଆଇନ ପ୍ରତିବାଦରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ । ୟୁନିଫର୍ମ ସିଭିଲ କୋଡ, ସମାନ ନାଗରିକ ସହିତ ତା ଆଇନ ପ୍ରଣୟନ କରି ଆଦିବାସୀମାନଙ୍କୁ ମିଳିଥିବା ପୃଥକ ଆଦିବାସୀ ପରିଚୟକୁ ସମାପ୍ତ କରି ସେମାନଙ୍କୁ ହିନ୍ଦୁ କରିବା ପାଇଁ ଏକ ସଡ ଯନ୍ତ୍ର ଚାଲିଛି ବୋଲି ପରିଷଦ ପକ୍ଷରୁ ଅଭିଯୋଗ କରାଯାଇଛି । ଏହା ଦ୍ବାରା ଆଦିବାସୀଙ୍କ କଷ୍ଟ ମରି ଆଇନ, ଅଲଗା ସାମ୍ବିଧାନିକ ପରି ଚୟଳ ଏବଂ ସମସ୍ତ ପ୍ରକାର ସାÑ ଧାନି କ ଅଧ୍ କାରୀ ସମାପ୍ତ ହୋଇଯିବ। ଏଥ‌ିପାଇଁ ପରିଷଦ ପକ୍ଷରୁ

ଅଗଷ୍ଟ ୭ରେ ଭାରତ ବନ୍ଦ ଡାକରା ଦିଆଯାଇଛି ବୋଲି ପରିଷଦ ପକ୍ଷରୁ କୁହାଯାଇଛି । ବିକାଶ ନାମରେ, ପରିବେଶ ସୁରକ୍ଷା, ବନ୍ୟ ଜରୁ ସୁରକ୍ଷା ନାମରେ ଆଦିବାସୀମାନଙ୍କୁ କଳ, ଜଙ୍ଗଲ, ଜମିରୁ ବିସ୍ଥାପନ କରି ଜୀବିକା ଛଡାଇ ନେବାପାଇଁ ସଡ ଯନ୍ତ୍ର ଚାଲିଛି ବୋଲି ପରିଷଦ ପକ୍ଷରୁ ଅଭିଯୋଗ କରିଛନ୍ତି । ମଣିପୁରରେ ଆଦିବାସୀଙ୍କ ପ୍ରତି ଅତ୍ୟାଚର ହେବା ଯୋଗୁଁ ଆଦିବାସୀମାନେ ପଣିପୁର ରାଜ୍ୟ ଛାଡି ପଳାୟନ କରୁଛନ୍ତି । ଏହାର ପ୍ରତିବାଦରେ ଆଗାମୀ ଅଗଷ୍ଟ ୭ ତାରିଖରେ ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି । ପରିଷଦ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରି ଅଗଷ୍ଟ ୭ରେ ଭାରତ ବନ୍ଦ ପାଇଁ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!