କୋରାପୁଟ ଜିଲ୍ଲା ପଟା ଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ଗ୍ରାମ ନିକଟରେ ଥିବା ପାଟସିନେରି ରେ ଦିଭ୍ୟଙ୍ଗ ପାଇଁ ଓଡ଼ିଶା ସୋରକାର ସାଇକେଲ ବଣ୍ଟନ କରୁଥିବା ବେଳେ ପଡୋଶୀ ଆନ୍ଧ୍ର ପ୍ରଦେଶ ର ଏ ପି ଡି ସମେତ ଅନେକ ଆସି ଲୋକ ମାନଙ୍କୁ ଆନ୍ଦ୍ର ଆଡକୁ ସୋମୋର୍ଥନ ପାଇଁ ପ୍ରସ୍ତୁତି ଆରମ୍ଭ କରୁଛନ୍ତି ଏହା ଜାଣିବା ପରେ ଘଟଣାସ୍ଥଳକୁ ପ୍ରଶାସନ ଓ ରାଜ ନେତା ତଥା ବିଧାୟକ ପ୍ରତିନିଧି ଓ ଜିଲ୍ଲା ପରିଷଦ ଅଧ୍ୟଖ୍ୟା ,ଜିଲ୍ଲା ପରିଷଦ ସଭ୍ୟ ପ୍ରମୁଖ ସହ ପୋଟା ଙ୍ଗି ବ୍ଲକ ର ସମସ୍ତ କର୍ମକୋର୍ଥା ଉପସ୍ଥିତି ରେ ଅନ୍ଦ୍ର ଅଧିକାରୀ କ୍ନୁ ପ୍ରବେଶ ପାଇଁ ଦେଇ ନ ଥିଲେ କୋରାପୁଟ ଜିଲ୍ଲାରୁ ଜୟ ସିଂ ପୋଡ଼ା ସେଠୀ ଙ୍କ ରିପୋର୍ଟ ଓଡ଼ିଶା ଷ୍ଟେଟ୍ ନି ଉସ