ମାଲକାନଗିରି ଜିଲ୍ଲା ବାଲିମେଳାରେ
ପୂର୍ବରୁ ଥାନା ଗୃହଥିବାବେଳେ
ଗୁରୁବାର ନୂତନ ଥାନା ଗୃହ ଉଦଘାଟିତ
ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥୁ
ଭାବେ କୋରାପୁଟ ଡିଆଇଜି ଚରଣ
ନୀତେଶ ବଡ଼ବାଣି ଯୋଗଦେଇ
ଉଦଘାଟନ କରିଥିଲେ । ଆସିଷ୍ଟାଣ୍ଟ
କମାଣ୍ଡର ହିମାଂଶୁ ଭୋଇ,
ଚିତ୍ରକୋଣ୍ଡା ଏସଡିପିଓ ଆଲେକ୍ସିୟୁସ
କିସପଟା, ଓର୍କେଲ ଥାନା ଆଇଆଇସି
ଧୂନ ପଟନାୟକ ତିଆଇଜିଙ୍କୁ
ସହଯୋଗ କରିଥିଲେ । ବାଲିମେଳାର
ନଗର ର ଚେୟାରମ୍ୟାନ ପ୍ରଦୀପ
ସିଂ ମିନା, ମାଲକାନଗିରି ଏସପି ନାୟକ, ଏନଏସି ଇଓ କୃଷ୍ଣଚନ୍ଦ୍ର ରଥ,
ବାଲିମେଳା ସମସ୍ତ କାଉନସିଲର ଏବଂ
ସମ୍ପାଦିକମାନେ ଉପସ୍ଥିତ ଥିଲେ ।