Tuesday, August 23, 2022
Home୮କିମି ଭାରରେ ବୃହାହେଲେ ଗର୍ଭବତୀ

୮କିମି ଭାରରେ ବୃହାହେଲେ ଗର୍ଭବତୀ

କୁଡୁମୁଲୁଗୁମ୍ମା,ବର୍ଷାରେ ଧୋଇ ହୋଇଯାଇଛି ରାସ୍ତା ନାଳରେ ମଧ୍ୟ ଭରା ପାଣି। ଫଳରେ ଗାଁକୁ ଆସିପାରିଲାନି ଆମ୍ବୁଲାନ୍ସ ଉପାୟ ନପାଇ ଗର୍ଭବତୀ ସ୍ତ୍ରୀଙ୍କୁ ୮କିମି ପର୍ଯ୍ୟନ୍ତ ଭାରରେ ବୋହିଲେ ସ୍ଵାମୀ। ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ପରକନମାଲା ପଞ୍ଚାୟତ କୁବାପୁଟ ଗାଁରେ ଜନନୀ ଯନ୍ତ୍ରଣାର ଏଭଳି ବିକଳ ଚିତ୍ର ଦେଖିବାକୁ ମିଳିଛି । ଗର୍ଭବତୀ କୁଡୁମୁଲୁଗୁମ୍ମା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ଶିଶୁ ପୁତ୍ର ଜନ୍ମ ଦେଇଛନ୍ତି। ଉଭୟ ମା’ ଓ ଶିଶୁ ସୁସ୍ଥ ଅଛନ୍ତି।

କୁବାପୁଟ ଗାଁର ଏହି ଗର୍ଭବତୀ ହେଲେ ନୀଳା ଖରା ପ୍ରସବ ବେଦନା ହେବାରୁ ତାଙ୍କ ସ୍ଵାମୀ ଆମ୍ବୁଲାନ୍ସକୁ ଜଣାଇଥିଲେ। ହେଲେ ଗାଁ ରାସ୍ତା ଭଲ ନଥିବାରୁ ଗାଡି ଯାଇପାରି ନଥିଲା। ଡଙ୍ଗାକୁଣ୍ଡ ପର୍ଯ୍ୟନ୍ତ

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!