Tuesday, August 23, 2022
Home ସତସଙ୍ଗ କାର୍ଯ୍ୟକ୍ରମ

ସତସଙ୍ଗ କାର୍ଯ୍ୟକ୍ରମ

 ଲମତାପୁଟ ସ୍ଥିତ ପ୍ରଧାନ କୋଲନୀ ଠାରେ ଏକ ସତସଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ସୋଇ ଯାଇଛି। ଗୁରୁ ଭାଇ ଭଉଣୀ ଉପସ୍ଥିତ ରହି ଆଧ୍ୟାତ୍ମିକ ଚିନ୍ତା ଉପରେ ଆଲୋଚନା କରିଥିଲେ। ଗୁରୁ ଭକ୍ତିଭାବ ଜାଗ୍ରତ ହେଲେ ଦେଶରେ ଭାଇଚାରା ସ୍ମେହ ଶ୍ରଦ୍ଧା ବଢିବ ଫଳରେ ଅନ୍ୟାନ୍ୟ ଅତ୍ୟାଚାର। ଲୁଣ୍ଠନ ଲୋଭ ମାୟା ରୁ ସମସ୍ତେ ଦୃରରେ ରହି ଏକ ସୁନ୍ଦର ଓ ସୁସ୍ଥ ସମାଜ ଗଠନ ଦିଗରେ ପ୍ରୟାସ କରି ସମାଜ କଲ୍ୟାଣ ଉପରେ ଗୁରୁତ୍ବ ଦେବା ଭଗବାନ ଙ୍କ ପ୍ରତି ଧ୍ୟାନ ରହିଲେ ସମସ୍ତ କଷ୍ଟ ରୁ ମୁକ୍ତ ମିଳିଥାଏ ବୋଲି ପୁରାଣରେ ବର୍ଣ୍ଣିତ ସୋଇଛି।

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!