Tuesday, August 23, 2022
Homeବ୍ରହ୍ମପୁର ମହାନଗର ନିଗମର ସ୍ୱଚ୍ଛ ସର୍ବେକ୍ଷଣ 2023 କାର୍ଯ୍ୟକ୍ରମ

ବ୍ରହ୍ମପୁର ମହାନଗର ନିଗମର ସ୍ୱଚ୍ଛ ସର୍ବେକ୍ଷଣ 2023 କାର୍ଯ୍ୟକ୍ରମ

ସ୍ଥାନୀୟ ଟାଉନ୍ ହଲ୍ ଠାରେ ବ୍ରହ୍ମପୁର ମହାନଗର ନିଗମ ତରଫରୁ ସ୍ୱଚ୍ଛ ସର୍ବେକ୍ଷଣ 2023 କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ମେୟର ଶ୍ରୀମତୀ ସଂଘମିତ୍ରା ଦଳେଇ, ବିଧାୟକ ଶ୍ରୀଯୁକ୍ତ ବିକ୍ରମ ପଣ୍ଡା, ଡେପୁଟି ମେୟର ଶ୍ରୀଯୁକ୍ତ ବିବେକ ରେଡ୍ଡୀ, କମିସନର, ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ଡକ୍ଟର ରମେଶ ଚନ୍ଦ୍ର ଚାଉ ପଟ୍ଟନାୟକ, ସମସ୍ତ ୱାର୍ଡର କର୍ପୋରେଟର ସଦସ୍ୟ,ସମସ୍ତ ସଫେଇ କର୍ମଚାରୀ ସଦସ୍ୟ, ଓ ଜନତା ମାନେ ପ୍ରମୁଖ ଉପସ୍ଥିତ ରହିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ପରିବେଶ କୁ କେମିତି ସଫା ସୁତୁରା ରଖିବା ଉପରେ ଆଲୋକପାତ କରାଯାଇଥିଲା। ରିପୋର୍ଟର ଜ୍ୟୋତି ରଞ୍ଜନ ଗୌଡ଼ ବ୍ରହ୍ମପୁର।

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!