Tuesday, August 23, 2022
Home ଓରକେଲ ଥାନାର ନୂଆ ଅଧିକାରୀ

ଓରକେଲ ଥାନାର ନୂଆ ଅଧିକାରୀ

ମାଲକାନଗିରି ଜିଲ୍ଲା ବାଲିମେଳା ସହର ରେ ଥିବା ବାଲିମେଳା ଥାନାରେ ଗତ ଶନି ବାର ଦିନ ନୂତନ ଅଧିକାରୀ ଭାବେ ଧିରେନ କୁମାର ପଟନାୟକ ଯୋଗଦେଇଛନ୍ତି l ଏଠାରେ ପୂର୍ବରୁ କାର୍ଯ୍ୟରତ ଥିବା ଥାନା ଅଧିକାରୀ ରଘୁନାଥ ମାଝୀ ଙ୍କର ନବରଙ୍ଗପୁର ଜିଲ୍ଲାକୁ ବଦଳି ହେଇଛି l ସେହି ପରି ଧିରେନଙ୍କୁ କରାପୁଟ ଟାଉନ ଥାନା ରୁ ଓରକେଲ ଥାନା କୁ ବଦଳି ହେଇଛି l ଅର୍କେଲ ଥାନା ଅଧୀନ ରେ ଥିବା ସମସ୍ତ ଅଞ୍ଚଳରେ ଚୋରି, ଡକାୟତ ହେଉଥିବା ବିଭିନ୍ନ ପ୍ରକାର ଅପରାଧ ଓ ଗଂଜେଇ ଚୋରା ଚାଲାଣ ରୋକିବା କୁ ସମସ୍ତ ପ୍ରକାର ଉଦ୍ୟମ କରାଯିବl ଅଂଚଳ ରେ ନିୟମିତ ଗାଡି ମୋଟର ମଧ୍ୟ୍ୟ ଯାଞ୍ଚ କରଯିବ ଆଇନ ଉଲଂଘନ କରି ଗାଡି ଚଳାଉ ଥିବା ଚାଲାକ ଓ ମାଲିକ ଙ୍କ ବିରୋଧ ରେ କାର୍ଯାନୁଷ୍ଠାନ ଗ୍ରହଣ କରାଯିବା ଵୋଲି ନୂତନ ଥାନା ଅଧିକାରୀ ଶ୍ରୀ ପଟ୍ଟନାୟକ କହିଛନ୍ତି l ନୂତନ ଥାନା ଅଧିକାରୀ ଶ୍ରୀ ପଟ୍ଟନାୟକଙ୍କୁ ବିଭିନ୍ନ ମହଲରେ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!