Tuesday, August 23, 2022
Homeଭାରସ୍ୟାମ ହରାଇ ଓଲଟିଲା ମାଛ ବୋଝେଇ ଟ୍ରକ

ଭାରସ୍ୟାମ ହରାଇ ଓଲଟିଲା ମାଛ ବୋଝେଇ ଟ୍ରକ

ବ୍ରହ୍ମପୁର 20.7.2023, ଛତ୍ରପୁର ବ୍ଲକ ଅନ୍ତର୍ଗତ ପକୁଡ଼ି ବନ୍ଧ ଇଣ୍ଡିଆନ୍ ଅଏଲ ପେଟ୍ରୋଲ ପମ୍ପ ଠାରେ ଆନ୍ଧ୍ର ଠାରୁ ଭୁବନେଶ୍ୱର ପଟେ ଯାଇଥିବା ଏକ ମାଛ ବୋଝେଇ ଟ୍ରକ ଭାରସ୍ୟାମ ହରାଇ ଓଲଟି ପଡ଼ିଥିଲା।ଖବର ପାଇ ଚମଖଣ୍ଡି ପୋଲିସ୍ ଓ ପେଟ୍ରୋଲିଂ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆହତ ଡ୍ରାଇଭର ଆଇ ମଣ୍ଡଳ ଓ ହେଲପର୍ ମେଘା ଘୋଷ କୁ ଉଦ୍ଧାର କରି ବଡ ମେଡିକାଲ କୁ ପଠାଇ ଦିଆଯାଇଛି। ଘଟଣା ସ୍ଥଳରେ ମାଛ ଗାଡ଼ିକୁ ପୋଲିସ ଜଗି ରହିଛି। ଜ୍ୟୋତି ରଞ୍ଜନ ଗୌଡ଼ ଙ୍କ ରିପୋର୍ଟ ବ୍ରହ୍ମପୁର।

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!