Tuesday, August 23, 2022
Homeଏମ କେ ସି ଜି ମେଡ଼ିକାଲ ରେ ବର୍ଣ୍ଣ କେର ୟୁନିଟ୍ ଓ 24 ଘଣ୍ଟିଆ ଆଲଟ୍ରା ସାଉଣ୍ଡ ସେବାକୁ ନେଇ ସମାଜସେବୀ ଙ୍କ ଆନ୍ଦୋଳ

ଏମ କେ ସି ଜି ମେଡ଼ିକାଲ ରେ ବର୍ଣ୍ଣ କେର ୟୁନିଟ୍ ଓ 24 ଘଣ୍ଟିଆ ଆଲଟ୍ରା ସାଉଣ୍ଡ ସେବାକୁ ନେଇ ସମାଜସେବୀ ଙ୍କ ଆନ୍ଦୋଳ

ବ୍ରହ୍ମପୁର 20.7.2023,ବଡ଼ ମେଡିକାଲ ରେ ବର୍ଣ୍ଣ କେର ୟୁନିଟ୍ କୁ ନେଇ ଦାବି  ଜୋରରେ ଧରିଲା । ସମାଜ ସେବୀ ଶ୍ରୀ ବିନୋଦ ସାବତ ଆରମ୍ଭ କଲେ ଆମରଣ ଅନଶନ।ବ୍ରହ୍ମପୁର ମହାନଗର ରେ ବିଧାୟକ,ମେୟର,ସାଂସଦ,ଓ କର୍ପୋରେଟର ସଦସ୍ୟ ମାନେ ଅଛନ୍ତି କିନ୍ତୁ ରୋଗୀଙ୍କୁ ବଞ୍ଚେଇ ପାରୁ ନାହାଁନ୍ତି। କେବଳ ରୋଗୀ ମୃତ ହେଲେ ଫୋଟ ପାଇଁ ଆମ୍ବୁଲାନ୍ସ ଯୋଗାଇ ଦିଅନ୍ତି ବୋଲି ବ୍ରହ୍ମପୁର ସହର ବାସୀ ଅଭିଯୋଗ କରିଛନ୍ତି। ଆଜି ଦିନ 12.30 pm ରେ ସମାଜ ସେବୀ ଶ୍ରୀ ବିନୋଦ ସାବତ ସହିତ ଆଉ କିଛି ସମାଜ ସେବୀ ଙ୍କ ତତ୍ବାବଧାନରେ ବ୍ରହ୍ମପୁର ବଡ ମେଡିକାଲ ରେ 24 ଘଣ୍ଟିଆ ଆଲଟ୍ରା ସାଉଣ୍ଡ ଓ ବର୍ଣ୍ଣ କେର ୟୁନିଟ ଖୋଲିବା ସକାଶେ ମଧ୍ୟରାତ୍ର ପର୍ଯ୍ୟନ୍ତ ଆନ୍ଦୋଳନ କରିଥିଲେ। ଜ୍ୟୋତି ରଞ୍ଜନ ଗୌଡ଼ ଙ୍କ ରିପୋର୍ଟ ବ୍ରହ୍ମପୁର।

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!