Tuesday, August 23, 2022
Homeବ୍ରହ୍ମପୁର,19.7.2023, ସ୍ଥାନୀୟ ହିଲ୍ ପାଟଣା ସ୍ଥିତ ଶ୍ରୀ ସିଦ୍ଧ ବିନାୟକ ସେବା ମଣ୍ଡପ ଠାରେ ନବ ନିର୍ମାଣ କୃଷକ ସଂଗ

ବ୍ରହ୍ମପୁର,19.7.2023, ସ୍ଥାନୀୟ ହିଲ୍ ପାଟଣା ସ୍ଥିତ ଶ୍ରୀ ସିଦ୍ଧ ବିନାୟକ ସେବା ମଣ୍ଡପ ଠାରେ ନବ ନିର୍ମାଣ କୃଷକ ସଂଗ

ବ୍ରହ୍ମପୁର, ସ୍ଥାନୀୟ ହିଲ୍ ପାଟଣା ସ୍ଥିତ ବିଜୁ ପଟ୍ଟନାୟକ ସଂସ୍କୃତି ଭବନ ଠାରେ Aryan Dance Ekademi(ADA) ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ସୁନ୍ଦରୀ ପ୍ରତିଯୋଗିତା ହୋଇଥିଲା। ଏଥିରେ ରାଜ୍ୟର ବହୁ କୋଣରୁ ପ୍ରତିଯୋଗୀ ମାନେ ଅଂଶ ଗ୍ରହଣ କରିଥିଲେ।ବହୁ ପ୍ରତିଯୋଗୀ ଭାଗ ନେଇଥିଲେ। ସେଥି ମଧ୍ୟରୁ selection ଏବଂ ଆଡିସନ୍ ରୁ କଟି କଟି ଯେତିକି ପ୍ରତିଯୋଗୀ ରହିଥିଲେ ତା ମଧ୍ୟରୁ ମିସେସ୍ ରେ ମିସେଶ୍  ଓଡ଼ିଶା ସୁନିତା ସାହୁ,ଓଡ଼ିଶା ବ୍ରାଣ୍ଡ ଆମ୍ବାସାଡର ଲକ୍ଷ୍ମୀପ୍ରିୟା ସ୍ବାଇଁ,ଓଡ଼ିଶା ଫେଶନ ଆଇକେନିକ ମିଶେସ ସୋନାଲି ବେହେରା,ଓଡ଼ିଶା ଚାରମିଙ୍ଗ ଫେସ୍ ମିସେସ୍ ରିତା ମହାରଣା,ପ୍ରତିଯୋଗୀ ହୋଇ କ୍ରାଉନ ପାଇ ବିଜୟୀ ହୋଇଥିଲେ।ଏବଂ ମିସ୍ ବିଭାଗରେ ମଧ୍ୟ ମିସ୍ ଓଡ଼ିଶା ଭାବରେ ବୈଷ୍ଟବି ସେଠୀ ,ଓଡ଼ିଶା ବ୍ରାଣ୍ଡ ଆମ୍ବାସାଡର ସୁଜାତା ନାୟକ, କ୍ରାଉନ୍ ପାଇଁ ବିଜୟୀ ହୋଇଥିଲେ।ଏବଂ ଶିଶୁ ବିଭାଗରେ ମଧ୍ୟ ଶିଶୁ ଓଡ଼ିଶା ବ୍ରାଣ୍ଡ ଆମ୍ବାସାଡର ଅନନ୍ୟା ରଥ, ଓଡ଼ିଶା ଫେସନ୍ ଆଇକୋନିକ ଆରାଧ୍ୟା ଆଇସା ,ଏବଂ ଓଡ଼ିଶା ଚାରମିଙ୍ଗ ଫେସ୍ ଅକ୍ସ୍ଵିତା ଡାକୁଆ ପ୍ରତିଯୋଗୀ ହୋଇ ମୁକୁଟ ପାଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ମେୟର ଶ୍ରୀମତୀ ସଂଘମିତ୍ରା ଦଳେଇ, ବିଧାୟକ ଶ୍ରୀଯୁକ୍ତ ବିକ୍ରମ ପଣ୍ଡା, ସାଂସଦ ଶ୍ରୀଯୁକ୍ତ ଚନ୍ଦ୍ର ଶେଖର ସାହୁ, କାଜୁ ଉନ୍ନୟନ ବିଭାଗ ଅଧ୍ୟକ୍ଷ ଶ୍ରୀଯୁକ୍ତ ସୁବାଷ ମହାରଣା,ସମ୍ପାଦିକା ଶ୍ରୀମତୀ ମୀନା ଦାସ, ନାରାୟଣ ମହାକୁଡ଼, ସୁଦୀପ ସାହୁ ଅନୀଲ ପ୍ରମୁଖ ଉପସ୍ଥିତ ରହିଥିଲେ।

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!