NEWS.ବ୍ରହ୍ମପୁର.. 20/11/23 ଶ୍ରୀ ଜଗନ୍ନାଥ ପଞ୍ଚାରାତ୍ର ଉଦଯାପିତ....ଶ୍ରୀ ପୁରୁଷୋତ୍ତମ ଜଗନ୍ନାଥ ଚେତନା ଫୋୖଣ୍ଡସନ ତରଫରୁ ଲୋଚାପଡା ସିଧବାବା ଭାଗବତ ଭବନଠାର ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ମହନ୍ତ ଚିନ୍ମୟlନନ୍ଦ ଦାସ ମହାରାଜ,ଗୀତା ବାଚସ୍ପତି ଶ୍ରୀ ପଦ୍ମ ଚରଣ ଦାସ, ରାଧାକାନ୍ତ ଦାସ ମହାରାଜଙ୍କ ଶ୍ରୀମତି ସଂଯୁକ୍ତା ଦାସ ହସ୍ତରେ ଉଦ୍ଘାଟନ, ପ୍ରଦିପ ପ୍ରଜ୍ବଳନ ହୋଈଛି,ଜଗନ୍ନାଥ ମହାପ୍ରଭୁ ଙ୍କ ଭକ୍ତିକଥା ମୃତ, ସ୍କଂଦ ପୁରାଣର ଉତ୍କଳ ଖଣ୍ଡର 3863 ଶ୍ଳୋକ 5ଦିନ ଧରି ପରାୟଣ ହୋଇଛି,ହୋମ ଯଜ୍ଞ ହୋଇଛି ବ୍ୟାସ ପଣ୍ଡିତ ଅଖିଳ ପଣ୍ଡା ପରାୟଣ କରିଥିଲେ, ପ୍ରତିଦିନ ସନ୍ଧ୍ୟାରେ ଗୀତବାଚସ୍ପତି ପଦ୍ମଚରଣ ଦାସ ଙ୍କ ଦ୍ୱାରା, ଜଗନ୍ନାଥଙ୍କ ଭକ୍ତି କଥମୃତ, ଲୀଳା, ମହିମା, ସ୍ୱରୂପ, ଖେତ୍ର ଜ୍ଞାନ ଉପରେ ପ୍ରବଚନ ପ୍ରଦାନ କରିଥିଲେ, ସନ୍ଧ୍ୟାରେ, ବେଦମନ୍ତ୍ର, ଧ୍ୟ୍ୟନ ମନ୍ତ୍ର ବେଦ ପାଠଶାଳା ର ଛାତ୍ର ମାନଙ୍କ ଦ୍ୱାରା କରାଯାଇଛି, ଉଦ୍ଘାଶୋକ ଶ୍ରୀ ସୂର୍ଯ୍ୟ ପାତ୍ର, ବରିଷ୍ଠ କଣ୍ଠଶିଳ୍ପୀ ଶ୍ରୀ ମାଧବ ଜେନା, ଗୌରହରୀ ମହାରଣା, ନରସିଂହ ଶତପଥୀ, ପ୍ରତିଦିନ ଜଗନ୍ନାଥଙ୍କ ଭକ୍ତି ସଂଗୀତ ଗାନ କରୁଥିଲେ, ଯନ୍ତ୍ରଶୀଳ୍ପ ଗଣେଶ ଶତପଥୀ ସୁମଧୁର ସଂଗୀତ ପାରିବେଶନ କରୁଥିଲେ,15/11/ ରୁ 19/11/23 ପର୍ଯ୍ୟନ୍ତ ପ୍ରତିଦିନ,ବହୁ ଜ୍ଞାନୀ, ପଣ୍ଡିତ ଗବସକ ପ୍ରଦୀପ ପ୍ରଜ଼ୟୁଳନ କରୁଥିବା ଦେଖୀବାକୁ ମିଳିଥିଲା, ଭାଗବତ ଭବନର ଭକ୍ତ ବୃନ୍ଦ, ଫୋୖଣ୍ଡସନର ସଦ୍ୟସ୍ୟ ଆଖପାଖ ଅଂଚଳର ବହୁ ଶ୍ରଧlଳୁ ଭକ୍ତ, ବୁଦ୍ଧିଜୀବୀ, ପତ୍ରକାର ଭାଗବତ ଭବନର ବୈଷ୍ଟମ୍ଭ,ଯୋଗ ଦେଇଛନ୍ତି ଓଡ଼ିଆ, ତେଲୁଗୁ, ଇଂଲିଶ ବଙ୍ଗାଳି, ହିନ୍ଦୀ ଭାଷାରେ ଶ୍ରୀ ଜଗନ୍ନାଥ ଙ୍କ ସଂସ୍କୃତି ଉପରେ ବହୁତ ଗ୍ରନ୍ଥ,ପୁସ୍ତକ ଷ୍ଟାଲରେ ଉପଲବ୍ଧ ହଉଥିଲା, ଭୁବନେଶ୍ୱର ସଂସ୍କୃତି ପରିଷଦ ସଭାପତି ସଞ୍ଚିତା ମହାନ୍ତି ଙ୍କ ଦ୍ୱାରା ପ୍ରାରିତ ଯୁଗ୍ମ ସମ୍ପlଦକ ସଦ୍ୟସ ଯୋଗ ଦେଇଥିଲେ,କାର୍ଯ୍ୟକ୍ରମକୁ, ସମ୍ପlଦକ, Er ସବ୍ୟସାଚି ଦାସ, ଅଶ୍ୱିନୀ ଗୌତମ ଦାସ, ଦୁର୍ଗା ଦଳାଇ ପରିଚାଳନା କରିଥିଲେ..