Tuesday, August 23, 2022
Homeଗଂଜାମ ଜିଲ୍ଲା ବ୍ରହ୍ମପୁର ଅନ୍ତର୍ଗତ ଆଙ୍କୁଲି ଗ୍ରାମରେ କାଳୀ ପୂଜା ପାଳିତ।

ଗଂଜାମ ଜିଲ୍ଲା ବ୍ରହ୍ମପୁର ଅନ୍ତର୍ଗତ ଆଙ୍କୁଲି ଗ୍ରାମରେ କାଳୀ ପୂଜା ପାଳିତ।

ବ୍ରହ୍ମପୁର ନିକଟସ୍ଥ ଆଙ୍କୁଲି ଗ୍ରାମ ଠାରେ କାଳୀ  ପୂଜା ପାଳିତ ହୋଇଯାଇଛି।ମା ଙ୍କ ପୂଜା ଆଜକୁ ୫ ଦିନ ହେଲାଣି ଆଉ ଦୁଇ ଦିନ ଧରି ମା ପୂଜା ପାଇବେ ବୋଲି ପୂଜକ ମତ ପ୍ରକାଶ କରିଛନ୍ତି। ସନ୍ଧ୍ୟା ଆଳତି ସମୟରେ ଭକ୍ତ ମାନଙ୍କ ବହୁତ୍ ଭିଡ଼ ଦେଖିବାକୁ ମିଳିଛି। ଏହି ପୂଜା କାର୍ଯ୍ୟକୁ ସଭାପତି ଶ୍ରୀ ମନୋଜ ପଟ୍ଟନାୟକ,ଉପ ସଭାପତି ଶ୍ରୀ ଶ୍ରୀତମ ଷଡ଼ଙ୍ଗୀ, ସେକ୍ରେଟାରୀ ଶ୍ରୀ ଆଶିଷ ଚୌଧୁରୀ,ଉପ ସେକ୍ରେଟାରୀ ଶ୍ରୀ ରଞ୍ଜିତ ଚର୍ଚି, ଉପ ସେକ୍ରେଟାରୀ ଶ୍ରୀ ରାକେଶ ମୁଦୁଲି,ପୂଜା ପରିଚାଳକ ଶ୍ରୀ ଘନେଶ୍ୱର୍ ରେଡ୍ଡୀ,ରାକେଶ ମହାରଣା,ସନ୍ତୋଷ ମଣ୍ଡଳ,କେ ରିତେଶ ଆଚାର୍ଯ୍ୟ, ବିବେକ ବେହେରା,ରାଜେନ୍ଦ୍ର ମୁଦୁଲି,ସମୀର ମଣ୍ଡଳ,ନବୀନ ବେହେରା,ସୁବମ ପାତ୍ର ପ୍ରମୁଖ ପରିଚାଳନା କରୁଛନ୍ତି।

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!