Tuesday, August 23, 2022
Homeଦିଗପହଣ୍ଡି ନିର୍ବାଚନ ମଣ୍ଡଳୀରେ ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ସଂଯୋଜକ

ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀରେ ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ସଂଯୋଜକ

ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀରେ ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ସଂଯୋଜକ  ଉତ୍ତମ କୁମାର ପାଣିଗ୍ରାହୀ ଙ୍କ ନେତୃତ୍ୱ ରେ ଦିଗପହଣ୍ଡି ବ୍ଲକ ଘେରାଓ କାର୍ଯ୍ୟକ୍ରମ  ଆୟୋଜନ ହୋଇଥିଲା ଏଥିରେ ପୂର୍ବତନ କୃଷକ ମୋର୍ଚ୍ଚା ସଭାପତି ସୁର୍ୟ ନାରାୟଣ ଦାଶ, ପୂର୍ବତନ ବିଜେପି ବିଧାୟକ ପ୍ରାଥୀ ସୂର୍ଯ୍ୟ ସାହୁ ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ମନୋଜ କୁମାର ପଣ୍ଡା,ଶୁଭେନ୍ଦୁ ପାଢୀ, ସନ୍ତୋଷ ସାହୁ, ବାବୁଲା ବିଷୋୟୀ ମଣ୍ଡଳ ସଭାପତି ଶୁଭ୍ରାଂଶୁ ପ୍ରଧାନ, ଖଲି ମହାପାତ୍ର, ଜିଲ୍ଲା ଉପସଭପତି ବିଭୁ ରେଡି, ମଣ୍ଡଳ ଉପ ସଭାପତି ସୁରେଶ କବି,ବାଲ୍ ରାଜୁ, ମଣ୍ଡଳ ସାଧାରଣ ସଂପଦକ୍ ଅରୁଣ ଗୌଡ଼, ଉଗ୍ରସନ୍ ସାସମଲ, it ସେଲ ସଂଯୋଜକ ଅରୁଣ ପଧାନ, ମଣ୍ଡଳ sc ମୋର୍ଚ୍ଚା ସଭାପତି ପ୍ରଦୀପ ବେହେରା, ମଣ୍ଡଳ କାର୍ଯ୍ୟକାରୀଣି ସଦସ୍ୟ ଅନିଲ ମିଶ୍ର,ବାବୁରାମ୍ ପ୍ରଧାନ,ରବି ମିଶ୍ର,ହରି ପ୍ରଧାନ,କୈଳାଶ ସାହୁ, ଅଶୋକ ପ୍ରଧାନ, କନକ ରେଡି,ଶ୍ରୀନିବାସ ସାହୁ, ଜୟ ବିଷୋୟୀ,ସୀମାଞ୍ଛଲ୍ ସାହୁ ଭିଟୁ ରେଡି, ଜୟଦେବ ଗୌଡ଼,ଅଭିମନ୍ୟୁ ସେଠୀ, ରଘୁନାଥ ସାମନ୍ତରା,ଶତ୍ରୁଘନ୍ ସାହୁ, ଙ୍କ ସହ 4000 ରୁ ଅଧିକ ଚାଷୀ ଯୋଗ ଦେଇଥିଲେ। 

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!