Tuesday, August 23, 2022
Homeକୋଟପାଡ଼ ବ୍ଲକ ରେ ଆମ ଓଡ଼ିଶା,ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ

କୋଟପାଡ଼ ବ୍ଲକ ରେ ଆମ ଓଡ଼ିଶା,ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ

ଆଜି କୋଟପାଡ଼ ବ୍ଲକରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି।ଏଥିରେ କୋଟପାଡ଼ ର ପୂର୍ବତନ ମନ୍ତ୍ରୀ ତଥା ବିଧାୟିକା ଶ୍ରୀମତୀ ପଦ୍ମିନୀ ଦିଆ ନ ଭିଡିଓ କନଫରେନ୍ସ ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଏବଂ 5T ସଚିବ ଭି କେ କର୍ତିକେନ୍ ପଣ୍ଡିଆଣ୍ ଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।ବିଶେଷ କରି କୋଟପାଡ଼ ର ବହୁ ଐତିହାସିକ ଏବଂ ପୁରାତନ ସାଗର ଦମୟନ୍ତୀ ସାଗର ଏବଂ ଦିୱାନ୍ ମୁଣ୍ଡା ପାଇଁ 20କୋଟି ପ୍ରଦାନ କରିଥିବା ଯୋଗୁଁ ଧନ୍ୟବାଦ୍ ଅର୍ପଣ କରିଥିଲେ ସେହିପରି ଦୀର୍ଘ 42ବର୍ଷା ପରେ କୋଟପାଡ଼ କଲେଜ ର ପଟା,ଓ 1କୋଟି ଟଙ୍କା କଲେଜ ର ଉନ୍ନତି କରଣ ପାଇଁ ଦେଇଥିବାରୁ ଧନ୍ୟବାଦ୍ ଅର୍ପଣ କରିଥିଲେ।ସେହିପରି କୋଟପାଡ଼ ର ଇଣ୍ଡୋର୍ ଷ୍ଟାଡିୟମ୍,ଏବଂ କୋଟପାଡ଼ ର ବିଭିନ୍ନ ପଞ୍ଚାୟତରେ ସେତୁ ନିର୍ମାଣ ଏବଂ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ କରୁଥିବା ହେତୁ ବିଧାୟିକା ଧନ୍ୟବାଦ୍ 

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!