ଗଂଜାମ ଜିଲ୍ଲା ବୁଗୁଡ଼ା ଥାନା ଅର୍ନ୍ତଗତ ଗ୍ରାମ/ପୋଷ୍ଟ , ମାଣିତରା ପ୍ରଫୁଲ୍ଲ ବାରିକ ପିତା ଶ୍ୟାମ ବାରିକ ,ତା 31/10/2023/ରିଖ ତାମିଲନାଡୁ ଯାଉଥିଲେ।ତିନି ଜଣ ମିଶି, ପ୍ରଫୁଲ୍ଲ ବାରିକ ସେ ଏହି ରେଲୱେ ଷ୍ଟେସନ ଓଲ୍ଲାହି ଥିଲେ। ନେଲୋରେ ଗୌଟ ଷ୍ଟେସନ ରେ।ଆଉ ଦୁଇଜଣ ତାମିଲନାଡୁ ପହଞ୍ଚି ଦେଖିଲା ବେଳକୁ ବାରିକ ନାହିଁ। ସେମାନେ ପୁଣି ନେଲୋରେ ଷ୍ଟେସନ ଖୋଜାଖୋଜି କରି ନିରାଶ ହେବାରୁ। ସେ ଷ୍ଟେସନ ରେଲୱେ ଷ୍ଟେସନ ଏ ଫ୍ ଆର ଦେଲେ। ସମସ୍ତ କୁ ସେୟାର କରିବେ ଏଵଂ ଏହାର ସନ୍ଧାନ ମିଳେ ଫୋନ ନମ୍ବର ଯୋଗାଯୋଗ କରିବାରୁ ଅନୁରୋଧ ।