Tuesday, August 23, 2022
Homeକୋରାପୁଟ ଜିଲ୍ଲାର ପର୍ବ ଉଦ୍ଘାଟନ ହେଲା,,

କୋରାପୁଟ ଜିଲ୍ଲାର ପର୍ବ ଉଦ୍ଘାଟନ ହେଲା,,

ଓଡିଶା ର ଆଦିବାସୀ ଅଧ୍ୟୁଷିତ ଜିଲ୍ଲା କୋରାପୁଟରେ ପରବ,ଉଦ୍ଘାଟନ ଉତ୍ସବ ଅନୁଷ୍ଠିତ ହେଲା ବୋରିଗୁ୍ମା ବ୍ଲକ ରେ ଥିବା ମା ଭୋଇରୋବି ମନ୍ଦିର ରୁ ମଶାଲ ଶୋଭାଯାତ୍ରା ପରେ ମିନି ଷ୍ଟାଡିୟମରେ ଆୟୋଜିତ ହୋଇଥିଲା ଏଥିରେକୋରାପୁଟ ଜିଲ୍ଲାପାଳ ଙ୍କ ଅଧ୍ୟକ୍ଷ ତାରେ ମୁଖ୍ୟ ଅତିଥି ଭାବରେ କୋରାପୁଟ ବିଧାୟକ ତଥା ଯୋଜନବୋର୍ଡ ଅଧକ୍ଷ ରଘୁରାମ ପୋଡ଼ାଲ ଓ ସୋତନ୍ତ୍ରସୋଭାପତି ଚନ୍ଦ୍ର ସେକର ମାଝୀ,କୋରାପୁଟ  ସାଙ୍ଗସଦ ସୋପ୍ତୋଗିରି ଉଳକା ସହ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି, କୋଟପାଡ଼ ବିଧାୟିକା ପୋଡମିନିଦୀୟନ୍ ପୋଟାଙ୍ଗି ବିଧାୟକ ପ୍ରିତମ ପାଢ଼ୀ ଲକ୍ଷ୍ମୀପୁର ବିଧାୟକ ପ୍ରଭୂଜାନି ପ୍ରମୁଖ ଉପସ୍ଥିତ ଥିଲେ କୋରାପୁଟ ଜିଲ୍ଲାର ପାରମ୍ପରିକ ନୃତ୍ୟ ଗୀତ ଆଦି ଉତ୍ସବ କୁ ଆହୁରି ଆକର୍ଷିତ କରିଥିଲା ପର୍ବ ର ମୁଖ୍ୟ ଉଦ୍ଦେଶ୍ୟ କୁ ସମସ୍ତ ଅ ଥିତିମାନେ ବୁଝାଇ ଥିଲେ ଲୁକାଇ ତ ପ୍ରଥିଭା ପରବ ମାଧ୍ୟମରେ ଲୋକୋଲଚଙ୍କୁ କିପରି ଆସିବ କୋରାପୁଟ ର ଦେଓମାଳି ରାଣୀଦୁଡୁମା ଏ ପୋରି ଅନେକ ପୋଜ୍ୟାଷ୍ଟନ ସ୍ତଲ ବିଷୟର ଆଲୋଚନା ହୋଇ ଥିବା ବେଳେ  14 ଗୋଟି ବ୍ଲକ ଓ ମୁନିଶିପାଲଟି ର ହଜାର ହଜାର ସଂଖ୍ୟାରେ ଜନସାଧାରଣ ଏବଂ ପ୍ରଶାସନ ପକ୍ଷରୁ ସମସ୍ତ କର୍ମଚାରି ଉପୋସ୍ତିତ୍ ଥିଲେ 

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!