Tuesday, August 23, 2022
Homeକର୍ମଚାରୀ ଭବିଷ୍ୟ ନିଧି ସଂଗଠନର ୭୧ ତମ ପ୍ରତିଷ୍ଠା ଦିବସ।

କର୍ମଚାରୀ ଭବିଷ୍ୟ ନିଧି ସଂଗଠନର ୭୧ ତମ ପ୍ରତିଷ୍ଠା ଦିବସ।

 ବ୍ରହ୍ମପୁର, ସ୍ଥାନୀୟ ଆମ୍ବପୁଆ ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ ନିକଟସ୍ଥ ଠାରେ କର୍ମଚାରୀ ଭବିଷ୍ୟ ନିଧି ସଂଗଠନର ୭୧ ତମ ପ୍ରତିଷ୍ଠା ଦିବସ ଅତି ଉତ୍ସାହର ସହିତ ପାଳନ କରାଯାଇଥିଲା।ଏହି ଅବସରରେ ମାନ୍ୟବର ଶ୍ରମ ଓ ନିଯୁକ୍ତି, ପରିବେଶ,ଜଙ୍ଗଲ,ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ,ଭାରତ ସରକାର ଶ୍ରୀ ଭୂପେନ୍ଦ୍ର ଯାଦବ ମହୋଦୟ ,ମାନ୍ୟବର ଶ୍ରମ ଓ ରୋଜଗାର,ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ରାଜ୍ୟ ମନ୍ତ୍ରୀ,ଭାରତ ସରକାର ଶ୍ରୀ ରାମେଶ୍ବର ତେଲି,କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ ସଦସ୍ୟ ମାନଙ୍କ ଉପସ୍ଥିତିରେ କ୍ଷେତ୍ରୀୟ କାର୍ଯ୍ୟାଳୟ ବ୍ରହ୍ମପୁରର ନୂତନ କାର୍ଯ୍ୟାଳୟ ଭବନ ନିର୍ମାଣ ପାଇଁ ଭୂମି ପୂଜନ ସମାରୋହ ଭିଡ଼ିଓ କନଫରେରିଂ ମାଧ୍ୟମରେ ଉଦ୍ଘାଟିତ କରିଥିଲେ। ଯେଉଁଥିରେ ସୁଶ୍ରୀ ଆହୁତି ଆହୁଜା, ଆଇଏଏସ,ସଚିବ,ଶ୍ରମ ଓ ରୋଜଗାର ମନ୍ତ୍ରାଳୟ,ଭାରତ ସରକାର,ଶ୍ରୀମତୀ ନିଲମ୍ ସମି ରାଓ, ଆଇଏଏସ ,କେନ୍ଦ୍ରୀୟ ଭବିଷ୍ୟ ନିଧି ଆୟୁକ୍ତ,ସୁଶ୍ରୀ ଉମା ମଣ୍ଡଳ,ଅତିରିକ୍ତ କେନ୍ଦ୍ରୀୟ ଭବିଷ୍ୟ ନିଧି ଆୟୁକ୍ତ,ଶ୍ରୀ ପି ବି ବର୍ମା କ୍ଷେତ୍ରୀୟ ଭବିଷ୍ୟ ନିଧି ଆୟୁକ୍ତ,ଭୁବନେଶ୍ୱର ଶ୍ରୀ ପ୍ରକାଶ ନାରାୟଣ ସିଂହ,କ୍ଷେତ୍ରୀୟ ଭବିଷ୍ୟ ନିଧି ଆୟୁକ୍ତ,ଶ୍ରୀ ବିକାଶ ଆନନ୍ଦ କ୍ଷେତ୍ରୀୟ ଭବିଷ୍ୟ ନିଧି ଆୟୁକ୍ତ ଉପସ୍ଥିତ ରହିଥିଲେ।

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!