Tuesday, August 23, 2022
Homeଗଞ୍ଜାମ ଜିଲ୍ଲାର ହିଞ୍ଜିଲିକାଟୁ ଗ୍ରାମରେ ମହା ଆଡମ୍ବର ରେ ମହାଲକ୍ଷ୍ମୀ ପୂଜା ପାଳିତ

ଗଞ୍ଜାମ ଜିଲ୍ଲାର ହିଞ୍ଜିଲିକାଟୁ ଗ୍ରାମରେ ମହା ଆଡମ୍ବର ରେ ମହାଲକ୍ଷ୍ମୀ ପୂଜା ପାଳିତ

ହିଞ୍ଜିଲିକାଟୁ 
ଗଞ୍ଜମ ଜିଲା ହିଞ୍ଜୁଲିକାଟୁ ରେ
  ପୂଜା କମିଟି   ଶ୍ରୀ ଶ୍ରୀ ମହାଲକ୍ଷ୍ମୀ ପୂଜା  ପାଳିତ ହୋଇଯାଇଛି।  ପ୍ରାତଃ ରୁ କଳସ ଯାତ୍ରା କରାଯାଇଥିଲା । ସୂର୍ଯ୍ୟ ପୂଜା,ମଣ୍ଡଳ ପୂଜା ମହାଲକ୍ଷ୍ମୀ ମୁନୟ ମୂର୍ତ୍ତିଙ୍କୁ ଚକ୍ଷୁ ଦାନ ପାରେ ମା ଙ୍କୁ ଷୋଡ଼ଶ ଉପଚାର ପୂଜା ,ଶ୍ରୀ ସୁକ୍ତରେ ଆହୁତି ଓ ବିଭିନ୍ନ ଭୋଗ ରାଗ ମାଙ୍କ ପାଖରେ ଲାଗି କରାଯାଇଥିଲା। ଓ ପ୍ରତେକ ଦିନ ମହାଲକ୍ଷ୍ମୀ ଙ୍କ ମଙ୍ଗଳ ଆଳତି ସୂର୍ଯ୍ୟ ପୂଜା ମଣ୍ଡଳ ପୂଜା ସକାଳୁ ବିଭିନ୍ନ ଭୋଗ ଲାଗି ଥାଏ ମହାଲକ୍ଷ୍ମୀ ପ୍ରତେକ ଦିନ  ମଧ୍ୟାହ୍ନ ଅର୍ନ୍ନ ଧୂପ ସନ୍ଧ୍ୟା ଆଳତି ରାତ୍ର ଅର୍ନ୍ନ ଧୂପ ଲାଗି  ଥାଏ। ସଭାପତି  କମିଟି ସମସ୍ତ ସଦସ୍ୟ ରବି ପଣ୍ଡା ଓ ବୁଠା ଗୋଡ ଙ୍କ ଉପସ୍ଥିତିରେ ପୂଜା କରାଯାଇଥିଲା ।ଆଖ ପାଖ ଅଞ୍ଚଳରୁ ବହୁ ସଂଖ୍ୟା ଭକ୍ତ ଆସି ମାଁ ଙ୍କ ଦର୍ଶନ କରି ପ୍ରସାଦ ସେବନ କରିଥାନ୍ତି। ଗଂଜାମ ଜିଲ୍ଲା ପ୍ରତିନିଧି କୃଷ୍ଣ ଚନ୍ଦ୍ର ସାମନ୍ତରାୟ

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!