Tuesday, August 23, 2022
Homeକୁମାର ପୂର୍ଣ୍ଣିମା ଉପଲକ୍ଷେ ଦୁର୍ଗା ମନ୍ଦିର ରେ ନାମ ଯଜ୍ଞ ଅନ୍ମଯଜ୍ଞ

କୁମାର ପୂର୍ଣ୍ଣିମା ଉପଲକ୍ଷେ ଦୁର୍ଗା ମନ୍ଦିର ରେ ନାମ ଯଜ୍ଞ ଅନ୍ମଯଜ୍ଞ

ଗଂଜାମ ଜିଲ୍ଲା ସୂର୍ଯ୍ୟୋଦୟ ସେଵା ଆଶ୍ରମ ତରଫରୁ  ଗଉଡଗୋଠ ଗ୍ରାମ ର ଦୁର୍ଗା ମନ୍ଦିର ରେ ହିଞ୍ଜିଳିକାଟୁ,ଵଇଞ୍ଚବେଣିଆ ନାମଯଜ୍ଞ କରିଥିଲେ।।। ବିଶିଷ୍ଟ ସମାଜସେବୀ ଶ୍ରୀ ଯୁକ୍ତ ମହେଶ୍ବର ପୂଜାରୀ ଗରିବ ଅସହାୟ ଲୋକଙ୍କୂ ଅନ୍ମଯଜ୍ଞ ଓ ଵସ୍ତଦାନ ଘୃତଯଜ୍ଞ। ବହୁ ସଂଖ୍ୟା ରେ ଅନେକ ଲୋକ ଯୋଗଦେଇଥିଲେ। ଏହି ମହତ୍ କାର୍ଯ୍ୟକ୍ରମ ସ୍ଥାନୀୟ ଜନସାଧାରଣ ସାଧୁ ଵାଦ ଜଣାଇଥିଲେ। ଗଂଜାମ ଜିଲ୍ଲା କୋଣ ଅନୁକୋଣ ଏହି କାର୍ଯ୍ୟକ୍ରମ ଚାଲିଛି। ମାନବ ସେବା ହିଁ ମାଧବ ସେଵା।

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!