Tuesday, August 23, 2022
Homeବ୍ରହ୍ମପୁର ମହାନଗର ରେ ସ୍ୱଚ୍ଛତା ପରିମଳ ଦୂଷିତ।

ବ୍ରହ୍ମପୁର ମହାନଗର ରେ ସ୍ୱଚ୍ଛତା ପରିମଳ ଦୂଷିତ।

ବ୍ରହ୍ମପୁର, ସ୍ଥାନୀୟ ଷ୍ଟେସନ ରୋଡ ଠାରେ କୁଡ଼ କୁଡ଼ ଅଳିଆ ଆବର୍ଜ୍ଜନା ରାସ୍ତା ପାର୍ଶ୍ବରେ ପଡିରହିଥିବା ଦୃଶ୍ୟ ଦେଖିବାକୁ ମିଳୁଛି।ସେସବୁ ପଚି  ଦୁର୍ଗନ୍ଧ ରେ ପରିଣତ ହେଲାଣି।ଏଠାରେ ବସବାସ କରୁଥିବା ଲୋକ ମାନେ ବହୁତ୍ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।କତୃପକ୍ଷ ଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କିଛି ପଦକ୍ଷେପ ଗ୍ରହଣ କରାଯାଇନାହିଁ। ଅଳିଆ ଆବର୍ଜ୍ଜନା ଯୋଗୁଁ ଗାଈ ଗୋରୁ ମାନେ ବିଚରଣ କରୁଛନ୍ତି।ପାର୍କିଂ ସ୍ଥଳରେ ବହୁ ଉଠା ଦୋକାନ ସଂଖ୍ୟା ବଢ଼ିବାରେ ଲାଗିଛି। ଖୁଲମ୍ ଖୁଲା ଉଠା ଦୋକାନ ନିକଟରେ ମଦ୍ୟପାନ,ମଦୁଆ ମାନଙ୍କ ସଂଖ୍ୟା ବଢିବାରେ ଲାଗିଛି।ତେଣୁ ବାରମ୍ବାର ଗାଡ଼ି ମୋଟର ଚୋରି ମଧ୍ୟ ହେଉଛି।ଏଠାରେ ସ୍ଥାୟୀ ସମାଧାନ ନିମନ୍ତେ କତୃପକ୍ଷ ନିକଟକୁ ପତ୍ର ପ୍ରଦାନ କରିଛନ୍ତି ଜନସାଧାରଣ ମାନେ।

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!