Tuesday, August 23, 2022
Homeମା ' ଦୁର୍ଗା ଙ୍କ ଦର୍ଶନ ଲାଭ କରିବା ସହ ସାସ୍କୃତିକ କାର୍ଯ୍ୟକ୍ରମ କୁ ଉଦଘାଟନ କରିଛନ୍ତି

ମା ' ଦୁର୍ଗା ଙ୍କ ଦର୍ଶନ ଲାଭ କରିବା ସହ ସାସ୍କୃତିକ କାର୍ଯ୍ୟକ୍ରମ କୁ ଉଦଘାଟନ କରିଛନ୍ତି

ଗଂଜାମ ଜିଲ୍ଲା ପୋଲସରା ବ୍ଲକ୍ ଅନ୍ତର୍ଗତ ଜା. ଡେଙ୍ଗାପଦର ଗ୍ରାମକୁ ଯାଇ ମାନ୍ୟବର ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ଶ୍ରୀ ଶ୍ରୀ ମା ' ଦୁର୍ଗା ଙ୍କ ଦର୍ଶନ ଲାଭ କରିବା ସହ ସାସ୍କୃତିକ କାର୍ଯ୍ୟକ୍ରମ କୁ ଉଦଘାଟନ କରିଛନ୍ତି ଏବଂ ଗ୍ରାମର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ବିଷୟରେ ଗ୍ରାମବାସୀଙ୍କ ସହ ଆଲୋଚନା କରିଛନ୍ତି। 

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!