Tuesday, August 23, 2022
Home ସୁନାରୀ ବୁଗୁଡ଼ା ଗ୍ରାମ ଠାରେ ମା' ମଙ୍ଗଳା ଙ୍କ କୋଠୀଶାଳ ଯାତ୍ରାରେ ମାନ୍ୟବର ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ

ସୁନାରୀ ବୁଗୁଡ଼ା ଗ୍ରାମ ଠାରେ ମା' ମଙ୍ଗଳା ଙ୍କ କୋଠୀଶାଳ ଯାତ୍ରାରେ ମାନ୍ୟବର ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ

ଗଂଜାମ ଜିଲ୍ଲା ପୋଲସରା ବ୍ଲକ୍ ଅନ୍ତର୍ଗତ ସୁନାରୀ ବୁଗୁଡ଼ା ଗ୍ରାମ ଠାରେ ମା' ମଙ୍ଗଳା ଙ୍କ କୋଠୀଶାଳ ଯାତ୍ରାରେ ମାନ୍ୟବର ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ଯୋଗ ଦେବା ସହ ଗ୍ରାମର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ବିଷୟରେ ଗ୍ରାମବାସୀ ଙ୍କ ସହ ଆଲୋଚନା କରିଛନ୍ତି। ତା - ୨୭/୧୦/୨୦୨୩ ।

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!