ଗଂଜାମ ଜିଲ୍ଲା ବୁଗୁଡ଼ା ବ୍ଲକ୍ ଅନ୍ତର୍ଗତ ବାଲିପଦର ବିଜ୍ଞାନ ମହାବିଦ୍ୟାଳୟ ର1993-94,ବ୍ୟାଚରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀମାନଙ୍କୁ ଏକ ବନ୍ଧୁ ମିଳନ ଉତ୍ସବ ନିକଟସ୍ଥ ଐତିହାସିକ ପୀଠ ସ୍ଥଳ ତଥା ଭଞ୍ଜ ରାଜବଂଶ ଆରାଧ୍ୟ ଦେବୀ ମାଁ ଶାଙ୍କୁଳାଇ ମନ୍ଦିର ଠାରେ ଅନୁଷ୍ଠିତ ହୋଇସାରିଛି। ମହାବିଦ୍ୟାଳୟ ଅଧ୍ୟକ୍ଷ , ଡକ୍ଟର ବି, ପ୍ରକାଶ ଚନ୍ଦ୍ର ପାତ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମ ରେ ପ୍ରାକ୍ତନ ପ୍ରଧ୍ୟାପକ କାମେଶ୍ଵର ବେହେରା ବିଭୂତି ଭୂଷଣ ଦେବର୍ତ୍ତା ଏବଂ ଓଡ଼ିଶା ବ୍ରାହ୍ମଣ ସମିତି ବୁଗୁଡ଼ା ବ୍ଳକ ଅଧ୍ୟକ୍ଷ କାଳୀ ଚରଣ ମିଶ୍ର ଅତିଥି ଭାବେ ଯୋଗଦେଇଥିଲେ ଛାତ୍ର ଅମୀୟ କୁମାର ଖାଡଙ୍ଗା,କେ, ରାମେଶ୍ବର ପାତ୍ର ,ଶ୍ରିକାନ୍ତ୍ ଗୁରୁ, ନରେନ୍ଦ୍ର ପ୍ରସାଦ ପଣ୍ଡା, ଗଗନ ପାତ୍ର ,ବୁଲୁ ମହାରଣା, ବିରେନ୍ଦ୍ର କୁମାର ଭଞ୍ଜଦେଓ, ସୂର୍ଯ୍ୟ ପଟ୍ଟନାୟକ ଏଵଂ ଛାତ୍ରୀ ମମତା ଷଡ଼ଙ୍ଗୀ, କବିତାମିଶ୍ର, ଜୟନ୍ତୀ ପ୍ରାଧାନ, ପ୍ରତିମା ଦାସ, ସ୍ନିଗ୍ଧା ମିଶ୍ର,ବବିତା ଭୋଳ, ବବିତା ପାତ୍ର ଏବଂ ବହୁ ଅତିଥି ପ୍ରମୁଖ ଯୋଗଦେଇ ଗୁରୁ ପୂଜନ କରିଵା ସହ ନିଜର ମହାବିଦ୍ୟାଳୟ ସ୍ତରୀୟ ଅନୁଭୁତି ବର୍ଣ୍ଣନା କରିଥିଲେ ଶେଷରେ ନରେନ୍ଦ୍ର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।