Tuesday, August 23, 2022
Homeଦେଉଳପେଢ଼ି ଗ୍ରାମ ଠାରେ ମା' ଦୁର୍ଗା ଙ୍କ ପୂଜା ଉତ୍ସବ ଅନୁଷ୍ଠିତ

ଦେଉଳପେଢ଼ି ଗ୍ରାମ ଠାରେ ମା' ଦୁର୍ଗା ଙ୍କ ପୂଜା ଉତ୍ସବ ଅନୁଷ୍ଠିତ

ପୋଲସରା ବ୍ଲକ୍ ଅନ୍ତର୍ଗତ କଳମ୍ୱ ଓ ଦେଉଳପେଢ଼ି ଗ୍ରାମ ଠାରେ ମା' ଦୁର୍ଗା ଙ୍କ ପୂଜା ଉତ୍ସବ ଅନୁଷ୍ଠିତ ହେଉଅଛି।ମାନ୍ୟବର ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ଗ୍ରାମକୁ ଯାଇ ମା 'ଙ୍କ ଦର୍ଶନ ଲାଭ କରିବା ସହ ଗ୍ରାମର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ବିଷୟରେ ଗ୍ରାମବାସୀଙ୍କ ସହ ଆଲୋଚନା କରିଛନ୍ତି।

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!