ଗଂଜାମ ଜିଲ୍ଲା, ହିଞ୍ଜିଳିକାଟୁ ବ୍ଳକ ଅନ୍ତର୍ଗତ ପୁଟିଆପଦର ଗ୍ରାମପଞ୍ଚାୟତ ଅଧିନ ଦୟାନିଧି ପୁର ଶାସନ ମାଁ କନକ ଦୂର୍ଗା ନବରାତ୍ର ପୂଜା ପାଳନ ହୋଇଆସୁଛି। ବହୁ ପ୍ରାଚୀନ କାଳରୁ ଶାସନ ରଜା ରାଜୁତି ସମୟରୁ ଅବସ୍ଥିତ, ଶାଶନୀଦାନେକ ବ୍ରାହ୍ମଣ ପରିବାରରେ ବସବାସ କରନ୍ତି। ମୈଳିକ ବୃତ୍ତି ପୁରୋହିତ କର୍ମକାଣ୍ଡ ଓ ଜ୍ୟୋତିଷ ବିଦ୍ୟା ଜାତକ ମେଳକ ଖଡ଼ି ପାଞ୍ଜି କରି ଯିଵୀକା ନିର୍ବାହ କରନ୍ତି। ଗ୍ରାମ ର 95/, ଉଚ୍ଚ ଶିକ୍ଷିତ ଓ ସରକାରୀ କର୍ମଚାରୀ ଅଟନ୍ତି। ସୁନ୍ଦର ଛୋଟିଆ ଗ୍ରାମ ମାଁ ଙ୍କ କୃପାରୁ ଧନଧାନ୍ୟ ପରିପୂର୍ଣ୍ଣ। ପ୍ରତ୍ୟେକ ବର୍ଷ ନବରାତ୍ର ପୂଜା ଓ ପ୍ରସାଦ ସେବନ ବ୍ୟବସ୍ଥା ରହିଛି। ବନ୍ଧୁ ବାନ୍ଧବ ଜ୍ଞାନ୍ତ୍ରି କୁଟୁମ୍ବ ସପରିବାର ସମସ୍ତ ଯୋଗ ଦେଇ ଥାନ୍ତି। ମାଁ କିମ୍ବଦନ୍ତୀ ନିଆରା ଯିଏ ଯାହା ମାଗନ୍ତି ସମସ୍ତ ଙ୍କ ମନବାଞ୍ଛା ପୂର୍ଣ୍ଣ ହୁଏ ଆସନ୍ତୁ ଶୁଣିବା କ'ଣ କହିଛନ୍ତି ଶୁଣିବା ପଣ୍ଡିତ ଓ ଅଵସାର ପ୍ରାପ୍ତ ପ୍ରଧାନ ଶିକ୍ଷକ କାଳିଚରଣ ତ୍ରିପାଠୀ ଶର୍ମା ।