Tuesday, August 23, 2022
Home- ଓଡ଼ିଶା କର୍ପୋରେସନ ଫାଉଣ୍ଡେସନ ତରଫରୁ women Entrepreneur Award Ceremony।

- ଓଡ଼ିଶା କର୍ପୋରେସନ ଫାଉଣ୍ଡେସନ ତରଫରୁ women Entrepreneur Award Ceremony।

ବ୍ରହ୍ମପୁର , ସ୍ଥାନୀୟ ହିଲ୍ ପାଟଣା ସ୍ଥିତ ସଂସ୍କୃତି ଭବନ ଠାରେ ଓଡିଶା କର୍ପୋରେସନ ଫାଉଣ୍ଡେସନ ତରଫରୁ women Entrepreneur Award Ceremony କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ Ocf ର ସଭାପତି ଶ୍ରୀମତୀ ବନ୍ଦିତା ତ୍ରିପାଠୀ, ଏମ.ଭାରତୀ ପାତ୍ର,ଅଳକା ସାହୁ, ଡିମ୍ପଲ୍ ସିଂ,ବିରଞ୍ଚି ନାରାୟଣ ପାତ୍ର,ଶ୍ରୀ ମିତେନ୍ ଭୁୟାଁ,ଶ୍ରୀ ପବିତ୍ର କୁମାର ଦାସ, ପ୍ରମୁଖ ଉପସ୍ଥିତ ରହି ଦ୍ଵୀପ ପ୍ରଜ୍ବଳନ କରିଥିଲେ। ଏଥିରେ ସମସ୍ତ ସଦସ୍ୟ , ସମାଜସେବୀ,ମାନଙ୍କୁ ଉପଢୌକନ ସହ ମାନପତ୍ର ପ୍ରଦାନ କରି ସମ୍ମାନିତ କରିଥିଲେ।କ୍ଷୁଦ୍ର ମହିଳା ଉଦ୍ୟୋଗୀ ମାନଙ୍କୁ ତାଙ୍କ ବ୍ୟବସାୟ କ୍ଷେତ୍ରରେ କେମିତି ଉନ୍ନତି କରିବେ ସେ ବିଷୟରେ ଆଲୋକପାତ କରାଯାଇଥିଲା।ଏହି କାର୍ଯ୍ୟକୁ ସମ୍ପାଦନ କରିଥିଲେ ଡିମ୍ପଲ ସିଂ। ଏଥିରେ ଡିସ୍କୋ ଦାଣ୍ଡିଆ ଡାନ୍ସ ମଧ୍ୟ ଅନୁଷ୍ଠିତ ହୋଇଥିଲା। ପ୍ରାୟ ୪୦୦ ଜଣ ମହିଳା ମାନଙ୍କୁ ନେଇ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।DR. ଶିବାନନ୍ଦ ନାୟକ,ଶ୍ରୀମତୀ ଶାନ୍ତିଲତା ସାହୁ,ଶ୍ରୀମତୀ କ୍ରିଷ୍ଣା ନନ୍ଦ, ଶ୍ରୀ ଶିବରାମ ସାହୁ ପ୍ରମୁଖ ଉପସ୍ଥିତ ରହି ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିବା ସହ ଗିଫ୍ଟ ପ୍ରଦାନ କରିଥିଲେ।

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!