Tuesday, August 23, 2022
Homeଡାବୁଗାଁ ଦୂର୍ଗାପୂଜା ଉପଲକ୍ଷେ ସଧବା ନାରୀ ମାନଙ୍କ ପବିତ୍ର କଳସ ଯାତ୍ରା

ଡାବୁଗାଁ ଦୂର୍ଗାପୂଜା ଉପଲକ୍ଷେ ସଧବା ନାରୀ ମାନଙ୍କ ପବିତ୍ର କଳସ ଯାତ୍ରା

ନବରଙ୍ଗପୁର:-ଡାବୁଗାଁ ଠାରେ ଆଜି ମାଁ ଦୂର୍ଗା ପୂଜା ଅବସରରେ  ବିଲ୍ବ ବରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସରରେ ସଂପୂର୍ଣ୍ଣ ଧାର୍ମିକ ରୀତିନୀତି ରେ ମାଁ ଠାକୁରାଣୀ ମନ୍ଦିର ରୁ ପବିତ୍ର କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା। ଡାବୁଗାଁ  ଦୂର୍ଗାପୂଜା କମିଟି ତରଫରୁ ଆୟୋଜିତ ଏହି କଳସ ଯାତ୍ରା ସଂପୂର୍ଣ୍ଣ ପବିତ୍ରତା ର ସହିତ ସଧବା ନାରୀ ମାନଙ୍କ ଦ୍ବାରା ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ସଂପୂର୍ଣ୍ଣ ଧାର୍ମିକ ନିୟମ କୁ ଅନୁକରଣ କରା ଯାଇଛି।କଳସ ଯାତ୍ରା ପରେ ଆଜି ଠାରୁ ମା ଦୁର୍ଗାଙ୍କ ପୂଜା ସମ୍ପୂର୍ଣ୍ଣ ରୀତିନୀତିରେ ଅୟଜନ କରା ଯାଇଛି ଗ୍ରାମବସି ଏବଂ ପୂଜା କମିଟିର ସଦର୍ଶ ମାନଙ୍କ ଉଦ୍ୟମରେ ପୂଜା ଧୂମଧାମରେ ଅନୁଷ୍ଠିତ ହେଉଛି।ଏବର୍ଷର ମୁଖ୍ୟ ଆକର୍ଷଣ ହେବ ଡାବୁଗାଁରେ ରାବଣ ପଡି,ସଂକୃତିକ କାର୍ଯ୍ୟକ୍ରମ ସହ ମେଲଡି ମଧ୍ୟ କରାଯିବାର ଯୋଜନା ରହିଛି 

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!