Tuesday, August 23, 2022
Homeନୂତନ ଭାବେ ସେବା ସମବାୟ ସମିତି କାର୍ଯ୍ୟାଳୟକୁ ମାନ୍ୟବର ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ଯୋଗ ଦେଇ ଉଦଘାଟନ କରିଛନ୍ତି

ନୂତନ ଭାବେ ସେବା ସମବାୟ ସମିତି କାର୍ଯ୍ୟାଳୟକୁ ମାନ୍ୟବର ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ଯୋଗ ଦେଇ ଉଦଘାଟନ କରିଛନ୍ତି

ବୁଗୁଡ଼ା ବ୍ଲକ୍ ଅନ୍ତର୍ଗତ ଅରଖପୁର ଗ୍ରାମ ଠାରେ ନୂତନ ଭାବେ ସେବା ସମବାୟ ସମିତି କାର୍ଯ୍ୟାଳୟକୁ ମାନ୍ୟବର ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ଯୋଗ ଦେଇ ଉଦଘାଟନ କରିଛନ୍ତି।ଚାଷୀ ଭାଇମାନେ ଉପସ୍ଥିତ ଥିଲେ

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!