Tuesday, August 23, 2022
Homeପୁରୁଷୋତ୍ତମ ପୁର ବ୍ଲକ ଅନ୍ତର୍ଗତ ଜାମୁନୀ ଗ୍ରାମର କୁମ୍ଭାର ସାହିର ରେଙ୍ଗା ଦୋରା ବୟସ 60 ଆଜକୁ ପାଞ୍ଚମାସ ହେଲା କୁଆଡେ

ପୁରୁଷୋତ୍ତମ ପୁର ବ୍ଲକ ଅନ୍ତର୍ଗତ ଜାମୁନୀ ଗ୍ରାମର କୁମ୍ଭାର ସାହିର ରେଙ୍ଗା ଦୋରା ବୟସ 60 ଆଜକୁ ପାଞ୍ଚମାସ ହେଲା କୁଆଡେ

ଗଂଜାମ ଜିଲ୍ଲା ପୁରୁଷୋତ୍ତମ ପୁର ବ୍ଲକ ଅନ୍ତର୍ଗତ ଜାମୁନୀ ଗ୍ରାମର କୁମ୍ଭାର ସାହିର ରେଙ୍ଗା ଦୋରା ବୟସ 60 ଆଜକୁ ପାଞ୍ଚମାସ ହେଲା କୁଆଡେ ଚାଲିଯାଇଛନ୍ତି। ବହୁତ ଖୋଜାଖୋଜି କରି ନିରାଶ ହୋଇଗଲୁଣି। ମିଡିଆ ମାଧ୍ୟମରେ ସୂଚନା ଦେଉଅଛୁ। ଯଦି କେହି ଏହି ବ୍ୟକ୍ତିଙ୍କ ଅନୁସନ୍ଧାନ ମିଳେ। ତୁରନ୍ତ ଫୋନ୍ ନମ୍ୱର୍ ଜଣାଇଲେ ମୁଁ କୃତଜ୍ଞତା ଜ୍ଞାପନ ହେଵି । ଫୋନ୍ ନମ୍ୱର୍/8260651236/6370757476 । ଆମକୁ ସୂଚନା ମିଳିଛି  ତିରୁପତି ବୃଦ୍ଧ ଆଶ୍ରମ ଅଛି ବୋଲି । କେଉଁ ଵୃଦ୍ଧ ଆଶ୍ରମ ଜଣାପଡିନାହିଁ। ପ୍ରକୃତ ତଥ୍ୟ ମିଳିଲେ, ମୁଁ ଯିବି।

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!