Tuesday, August 23, 2022
Homeଆଂଚଳିକ ସାଧନ କେନ୍ଦ୍ର ସ୍ତରୀୟ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ କାର୍ଯ୍ୟକ୍ରମ

ଆଂଚଳିକ ସାଧନ କେନ୍ଦ୍ର ସ୍ତରୀୟ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ କାର୍ଯ୍ୟକ୍ରମ

ଆଂଚଳିକ ସାଧନ କେନ୍ଦ୍ର ସ୍ତରୀୟ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ କାର୍ଯ୍ୟକ୍ରମ ର ଚତୁର୍ଥ ବୈଠକ
 ଆଂଚଳିକ ସାଧନ କେନ୍ଦ୍ର ସଂଯୋଜକ ବାବୁଲାଲ ହରିଜନ ତରଫରୁ ଗଣଶିକ୍ଷା ବିଭାଗ ର ନିର୍ଦ୍ଦେଶନା ପ୍ରକାରେ ଆଜି ଚତୁର୍ଥ ବୈଠକ ରେ ମୌଳିକ ଭାଷା ଓ ସଂଖ୍ୟା ଜ୍ଞାନ କାର୍ଯ୍ୟକ୍ରମ ରେ ବିଭିନ୍ନ ବିଦ୍ୟାଳୟରୁ ପ୍ରଧାନ ଶିକ୍ଷକ ମହାଶୟ ଯୋଗଦାନ କରିଥିଲେ। ବୈଠକରେ ଆଂଚଳିକ ସାଧନ କେନ୍ଦ୍ର ସଂଯୋଜକ ବାବୁଲାଲ ହରିଜନ ତରଫରୁ ସିଂ ଆର ଏ ,ଜି କେ ଏ  କିଟ,ଏବଂ ଏଫ ଏଲ ଏନ୍ କିଟ୍ , ଜାତୀୟ ଶିକ୍ଷା ସର୍ଭେ , ମୌଳିକ ସଂଖ୍ୟା ଜ୍ଞାନ ଓ ସାକ୍ଷରତା ବାବଦରେ ଆଲୋଚନା ହୋଇଥିଲା।ଏଫ୍ ଏଲ ଏନ୍ ର ସଫଳତା ରୂପ ରେଖ ଦେଵା ପାଇଁ ପ୍ରଧାନ ଶିକ୍ଷକ ରଂଜନ ମୋହନ ଖୁରା ,ମୋହନ ନାୟକ, ପ୍ରଫୁଲ୍ଲ ପଟ୍ଟନାୟକ, ଶଙ୍କର ସୁନା, ପରମେଶ୍ବର ସାହୁ, ଦୈତ୍ତାରି ପୂଜାରୀ, ସହକାରୀ ଶିକ୍ଷକ ମିଳନ ସିଂ ଗହିର   ଗଠନ ମୂଳକ ଭାବନା ଅନ୍ୟ ଶିକ୍ଷକ ପାଇଁ ପ୍ରେରଣା ଯୋଗାଇଥିଲା।ପ୍ରୟାସ ସମାଜ ପାଇଁ ପ୍ରେରଣା ଯୋଗାଇଵ । ଶେଷରେ ଆଂଚଳିକ ସାଧନ କେନ୍ଦ୍ର ସଂଯୋଜକ ବାବୁଲାଲ ହରିଜନ ତରଫରୁ ସମସ୍ତ ଶିକ୍ଷକ ମାନଙ୍କୁ ଧନ୍ୟବାଦ ଅର୍ପଣ ସହ ବୈଠକ ସମାପ୍ତ କରାଯାଇଥିଲା।

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!