ନବରଙ୍ଗପୁର ଡାବୁଗାଁ ବ୍ଲକ କୋଈଲାରୀ ପଞ୍ଚାୟତ ଅଧିନସ୍ଥ ସରାଗୁଡା ଗ୍ରାମରେ ପାଞ୍ଚଦିନ ଧରି ଚାଲିଥିବା ଫୁଟବଳ ଟୁର୍ନାମେଣ୍ଟ ର ଆଜି ଉଦଯାପିତ ଘଟିଛି |ଏହି ଶେଷ ଦିବସିୟ ଫୁଟବଳ ଟୁର୍ନାମେଣ୍ଟରେ ଡାବୁଗାଁ ନିର୍ବାଚନ ମଣ୍ଡଳୀ ର ବିଧାୟକ ପ୍ରତିନିଧି ଶ୍ରୀଯୁକ୍ତ ଏମ ବୁଲୁ ରାଓ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିବା ବେଳେ ସମ୍ମାନୀୟ ଅତିଥି ମାନଙ୍କ ମଧ୍ୟରେ 1ନଂ ଜୋନର ଜିଲ୍ଲା ପରିଷଦ ଧନସିଂ ଭତରା, କୋଈଲାରୀ ସରପଞ୍ଚ ଚନ୍ଦ୍ରିକା ଭତରା, ସମିତି ସଭ୍ୟା ସନମତି ଭତରା,7ନଂ ୱାର୍ଡର ୱାର୍ଡ ମେମ୍ବର ଶୁକଦେବ ଭତରା,8ନଂ ୱାର୍ଡର ୱାର୍ଡ ମେମ୍ବର ଲଳିତା ପନକାଙ୍କ ସମେତ ଗ୍ରାମର ପୂଜାରୀ ଓ ଭଦ୍ରବ୍ୟକ୍ତିମାନେ ମଞ୍ଚାସିନ ଥିଲେ |ଉକ୍ତ ଟୁର୍ନାମେଣ୍ଟରେ ସଵାପତି ପଦମସାୟ ଭତରା, ଉପସଵାପତି ଶୁକଦେବ ମାଝୀ, କସାଦକ୍ଷ କୈଳାଶ ମାଝୀ, ପ୍ରମୁଖ ଗ୍ରାମବାସି କରିଛନ୍ତି।ଜିଲ୍ଲାର ବିଭିନ୍ନ ଅଂଚଳରୁ 32ଟି ଦଳ ଅଂଶଗ୍ରହଣ କରିଥିବା ବେଳେ ଶେଷ ଦିବସରେ ଡାବୁଗାଁ ସହିତ ପୂଜାରୀଗୁଡା ଏବଂ ଗୋରାମା ସହିତ ଚିକିଲି ଦଳ ର ଖେଳ ଖେଳାଯାଇଥିଲା | ବିଧାୟକ ପ୍ରତନିଧି ଏମ ବୁଲୁ ରାଓ ଟ୍ରଫି ସହ 9000ଟଙ୍କା ଜାମଗୁଡା ର ଭୀମ tata kys ଡାବୁଗାଁ ଟିମ କୁ ପ୍ରଧାନ କରିଥିଲେ 1ନଂ ଜୋନର ଜିଲ୍ଲା ପରିଷଦ ଧନସିଂ ଭତରା ଟ୍ରଫି ସହ 7000ଟଙ୍କା ପୁଜାରୀଗୁଡା ଟିମ କୁ ପ୍ରଧାନ କରିଥିଲେ ସରପଞ୍ଚ ଚନ୍ଦ୍ରିକା ଭତରା ଟ୍ରଫି ସହ 500ଟଙ୍କା ଗୋରମା ଟିମ କୁ ପ୍ରଧାନ କରିଥିଲେ ସମିତି ସବ୍ୟା ଓ ୱାର୍ଡ ମେମ୍ବର ମିଶି ଟ୍ରଫି ସହ 3500ଟଙ୍କା ଚିକଲି ଟିମ କୁ ପ୍ରଧାନ କରିଥିଲେ ପ୍ରଜେଟ କରିଥିଲେ ରିପେରି ବହୁତ ସୁନ୍ଦର ଭାବରେ ଖେଳାଇ ଥିଲେ ଚଇନୁ ପୁଜାରୀ, ରଘୁନାଥ କଲାର, ମାନସିଂ ଭତରା, ଚାମ୍ପୁ ପୁଜାରୀ ରିପେରି ନିଷ୍ପତି ହିଁ ନିଷ୍ପତି ଖେଳ କରୁଥିଲେ ଟୁର୍ନାମେଣ୍ଟ କମିଟି ବାସୁ ମାଝୀ, ଦେବଦାଶ ଭତରା, ସିନ୍ଧୁ ପାନକା, ଲାଇବାନ ଭତରା ମତିରାମ ଭତରା,ସହଜଗ କରିଥିଲେ।ରିପୋଟ ମିହିର ଶଙ୍କର ପାତ୍ର,ନବରଙ୍ଗପୁର