Tuesday, August 23, 2022
Homeକୋଟପାଡ଼ ବାର ଆସୋସିଏସନ୍ ତରଫରୁ ଷ୍ଟେଟ ବାର କାଉନସିଲ ମେମ୍ବର ରମେଶ ପାତ୍ର ଙ୍କୁ ଭବ୍ୟ ସମ୍ବର୍ଦ୍ଧନା

କୋଟପାଡ଼ ବାର ଆସୋସିଏସନ୍ ତରଫରୁ ଷ୍ଟେଟ ବାର କାଉନସିଲ ମେମ୍ବର ରମେଶ ପାତ୍ର ଙ୍କୁ ଭବ୍ୟ ସମ୍ବର୍ଦ୍ଧନା

କୋରାପୁଟ ଜିଲ୍ଲା କୋଟପାଡ଼ ଓକିଲ ସଂଘ ତରଫରୁ ଆଜି କୋଟପାଡ଼ କୋର୍ଟ ଠାରେ ଷ୍ଟେଟ ବାର କାଉନସିଲ ର ମେମ୍ବର ଶ୍ରୀଯୁକ୍ତ ରମେଶ ପାତ୍ର ଙ୍କୁ ଭବ୍ୟ ସମ୍ବର୍ଦ୍ଧନା କରାଯାଇଥିଲା।ଏହି ଅବସରରେ ତାଙ୍କୁ ପୁଷ୍ପ ମଲ୍ୟ ଦେଇ ସମ୍ମାନିତ କରାଯାଇଥିଲା।ଆଜିର ଏହି ଅବସରରେ କୋଟପାଡ଼ ଜୁଡ଼ିସିଆଲ୍ ମାଜିଷ୍ଟ୍ରେଟ ଶ୍ରୀଯୁକ୍ତ ଦିଲ୍ଲୀପ କୁମାର ବାରିକ,ଏବଂ ଜୟପୁର ମହିଳା ଜଜ୍ ଅଞ୍ଜଳି ମଚକୁଣ୍ଡ ଉପସ୍ଥିତ ରହି ଥିଲେ।ଏବଂ କୋଟପାଡ଼ ବାର ଆସୋସିଏସନ୍ ର ସଭାପତି ମଣି ପ୍ରସାଦ ପଟ୍ଟନାୟକ,ପୂର୍ବତନ ସଭାପତି ପଙ୍କଜ କୁମାର ପାତ୍ର,ଜିତେନ୍ଦ୍ର ନାଥ ମହାପାତ୍ର, ଉପ ସଭାପତି ପ୍ରଦୀପ କୁମାର ବକ୍ସି,ସମ୍ପାଦକ ଶଙ୍କର ପ୍ରସାଦ ପଣ୍ଡା କିଶୋର ମିଶ୍ର, ଜ୍ଞାନେଦ୍ର ପଟ୍ଟନାୟକ, ଘନ ବିଶୋଇ,ହରିଶ ପଟ୍ଟନାୟକ,ବିଦ୍ୟୁତ୍ ଲତା ବକ୍ସି ନିମେଶ୍ୱରି ପଟ୍ଟନାୟକ, ଦୁର୍ଗା ସାହୁ, ମୁକ୍ତେଶ୍ଵର ନାୟକଗୁପ୍ତ ବେହେରା, ଜଗଦୀଶ ହୋତା,ଖଗପତି ପାତ୍ର,ସଂଗ୍ରାମ ଜେନା,ଚିନ୍ମୟ ଷଡ଼ଙ୍ଗୀ,ପ୍ରଦୀପ ବକ୍ସି ଏବଂ ଜୟପୁର ପୁର୍ବତନ ବାର କାଉନସିଲ ମେମ୍ବର ଦାଶରଥି ପଟ୍ଟନାୟକ ,ପ୍ରମୁଖ ଯୋଗ ଦେଇଥିଲେ ଏବଂ କୋଟପାଡ଼ କୋର୍ଟ ର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ।

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!