Tuesday, August 23, 2022
Homeମିଶନ ଶକ୍ତି ର ମହିଳା ମାନଙ୍କୁ ସ୍କୁଟି ପ୍ରଦାନ କାର୍ଯ୍ୟକ୍ରମ।

ମିଶନ ଶକ୍ତି ର ମହିଳା ମାନଙ୍କୁ ସ୍କୁଟି ପ୍ରଦାନ କାର୍ଯ୍ୟକ୍ରମ।

 ଆଜି ଓଡିଶା ତଥା  ମାନ୍ୟବର ମୁଖ୍ୟ ମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ଶୁଭ କରକମଳରେ ଆରମ୍ଭ ହୋଇଥିବା ମିଶନ ଶକ୍ତି ସ୍କୁଟି ଯୋଜନା ଗଞ୍ଜାମ ଜିଲ୍ଲା ଛତ୍ରପୁର ଠାରେ ଶୁଭାରାମ୍ଭ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ମାନ୍ୟବର ସାଂସଦ ଆସ୍କା ଶ୍ରୀମତୀ ପ୍ରମିଳା ବିଷୋୟୀ,ମାନ୍ୟବର ସାଂସଦ ବ୍ରହ୍ମପୁର ଶ୍ରୀଯୁକ୍ତ ଚନ୍ଦ୍ର ଶେଖର ସାହୁ,ମାନ୍ୟବର ବିଧାୟକ ଛତ୍ରପୁର ଶ୍ରୀଯୁକ୍ତ ସୁବାସ ବେହେରା,ମାନ୍ୟବର ବିଧାୟକ ବ୍ରହ୍ମପୁର ଶ୍ରୀଯୁକ୍ତ ବିକ୍ରମ କୁମାର ପଣ୍ଡା,ମାନ୍ୟବର ବିଧାୟିକା ଖଲ୍ଲିକୋଟ ଶ୍ରୀମତୀ ସୂର୍ଯ୍ୟମଣି ବୈଦ୍ୟ,ଏବଂ ଜିଲ୍ଲାପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅଞ୍ଜଳି ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ସ୍କୁଟି ବଣ୍ଟନ କରିଥିଲେ।

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!