ମାଲକାନଗିରି କାଲିମେଳା ଆଜି ମାଲ କାନ ଗି ରି ଅବକାରୀ ଅଧ୍ୟକ୍ଷକ ଶ୍ରୀ ବିମ୍ବାଧର ପଣ୍ଡାଙ୍କ ନିର୍ଦ୍ଦେଶ କ୍ର ମେ କାଲି ମେଳ । ନିକଟସ୍ଥ ଏମ ଭି୯୦ ଛକ ନିକଟରେ ଅବକାରୀ ବିଭାଗ ପକ୍ଷରୁ, ସୂଚନା ଅଧାର ରେ ତନଖ୍ ସମୟରେ ଏକ ବାଇକ ସହ ୨୧କିଲୋଗ୍ରାମ ଗଞ୍ଜେଇ ଜବତ କରାଯାଇଛି । ଜବତ ଗଞ୍ଜେଇ କୁ ଛତିଶଗଡ଼ କୁ ଚାଲାଣ ହେଉଥିବା ସୂଚନା ମିଳିଛି । ଅଭିଯୁକ୍ତ ଜଣକ ହେଲେ ବିପ୍ରଜିତ ପାଉଲ ପିତା ବିମଲ ପାଉଲ ହୋଇଥିବା ବେଳେ ସେ ଏସି ୭୯ ର ବାସିନ୍ଦା ଅଟନ୍ତି । ଅଭିଯୁକ୍ତ କୁ କେଶ ନମ୍ସର ୭୦/୨୦୨୩ ରେ ଗରିଫ କରିବା କୋର୍ଟ ଚାଲାଣ କରିଛି