ଡାବୁଗାଁରେ ନୂତନ ବନାଞ୍ଚଳ ଅଧିକାରୀଙ୍କ
ଯୋଗଦାନ
ନବରଙ୍ଗପୁର:-ନବରଙ୍ଗପୁର ଜିଲା ଡାବୁଗାଁ ବନାଞ୍ଚଳ କାର୍ଯ୍ୟ।ଳୟରେ ନୂତନ ବନାଞ୍ଚଳ ଅଧିକାରୀ ଭାବେ ତଡିତ ସ୍ବାଇଁ ଯୋଗଦାନ କରିଛନ୍ତି | ସେ ପୂର୍ବରୁ ନବରଙ୍ଗପୁର ବନାଞ୍ଚଳ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିଲେ | ଡାବୁଗାଁ ବନାଞ୍ଚଳ ଅଧୂକାରୀ ସେତୁରଞ୍ଜନୀ ଗମାଙ୍ଗଙ୍କ ର ରାଉଲକେଲା ବନଖଣ୍ଡ ଅଧୀନ ବାଙ୍କୀ ବନାଞ୍ଚଳ କାର୍ଯ୍ୟାଳୟକୁ ବଦଳି ହୋଇଛି |ରିପୋଟ ମିହିର ଶଙ୍କର ପାତ୍ର,ନବରଙ୍ଗପୁର