Tuesday, August 23, 2022
Homeସରକାରୀ ଉଛ ବିଦ୍ୟାଳୟ ବାଟପୁଲିଶି ସ୍କୁଲ ଠାରେ ପୋଷାକ ବଣ୍ଟନ

ସରକାରୀ ଉଛ ବିଦ୍ୟାଳୟ ବାଟପୁଲିଶି ସ୍କୁଲ ଠାରେ ପୋଷାକ ବଣ୍ଟନ

ରାମନାଗୁଡା ବ୍ଲକ ରାୟଗଡା ଜିଲ୍ଲା : ସରକାରୀ ଉଛ ବିଦ୍ୟାଳୟ ବାଟପୁଲିଶି ସ୍କୁଲ ଠାରେ ପୋଷାକ ବଣ୍ଟନ କରାଯାଇଥିଲା। ସ୍କୁଲ ର ସଭାପତି ଶ୍ରୀ ଧର୍ମେନ୍ଦ୍ର ମାଣ୍ଡାଙ୍ଗୀ ସ୍କୁଲ ପିଲାମାନଙ୍କୁ ପୋଷାକ ବଣ୍ଟନ କରିଥିଲେ । ପ୍ରଥମ ଶ୍ରେଣୀ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପୋଷାକ ବଣ୍ଟନ କରିଥିଲେ। ବାଳକ : 45 ଓ ବାଳିକା : 37 । ମୋଟ 82 ଜଣଙ୍କୁ ପୋଷାକ ଦିଆ ଯାଇଥିଲା। 
ପ୍ରଧାନ ଶିକ୍ଷକ ସୁରତ ପାଲକା, ଶିକ୍ଷକ ଶ୍ରୀ ଚନ୍ଦ୍ରଶେଖର ପତିକା, ଶ୍ରୀ ପ୍ରଭୁଦତ ମହାନ୍ତି , ଶ୍ରୀ ବି.ଜାଗାରାଓ ଓ ନିଲାଂଚଳ କରକରିଆ ଶିକ୍ଷୟିତ୍ରୀ ଶ୍ରୀମତୀ ସିଳ୍ପା ମହାରଣା, ଶ୍ରୀମତୀ ସ୍ଵତିଶୁଭାଦୈନି ବିଶ୍ଵାଳ ଯୋଗ ଦେଇଥିଲେ । ଏଥିରେ ସ୍କୁଲ ର ସମସ୍ତ ଛାତ୍ର ଓ ଛାତ୍ରୀ ଉପସ୍ଥିତ ଥିଲେ । 

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!