Tuesday, August 23, 2022
Homeସ୍ଥାନୀୟ ଆମ୍ବଗଡ ସ୍ଥିତ ଓମ୍ ଜରା ନିବାସ ଠାରେ ଶାନ୍ତି ସୁଧା ବହୁମୁଖି ସେବା କେନ୍ଦ୍ର ର ସଦସ୍ୟ ମାନେ ଆଶ୍ରମ ର ବୃଦ୍ଧ

ସ୍ଥାନୀୟ ଆମ୍ବଗଡ ସ୍ଥିତ ଓମ୍ ଜରା ନିବାସ ଠାରେ ଶାନ୍ତି ସୁଧା ବହୁମୁଖି ସେବା କେନ୍ଦ୍ର ର ସଦସ୍ୟ ମାନେ ଆଶ୍ରମ ର ବୃଦ୍ଧ

ବ୍ରହ୍ମପୁର, ସ୍ଥାନୀୟ ଆମ୍ବଗଡ ସ୍ଥିତ ଓମ୍ ଜରା ନିବାସ ଠାରେ ଶାନ୍ତି ସୁଧା ବହୁମୁଖି ସେବା କେନ୍ଦ୍ର ର ସଦସ୍ୟ ମାନେ ଆଶ୍ରମ ର ବୃଦ୍ଧ ବୃଦ୍ଧା ମାନଙ୍କୁ ବସ୍ତ୍ର,ମିଷ୍ଠାନ,ଏବଂ ବିସ୍କୁଟ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମ କୁ ଶାନ୍ତି ସୁଧା ବହୁମୁଖି ସେବା କେନ୍ଦ୍ର ର ସଭାନେତ୍ରୀ  ଶ୍ରୀମତୀ ଡ. ଶାନ୍ତି ଲତା ସାହୁ,ସମ୍ପାଦକ ଶ୍ରୀଯୁକ୍ତ କୈଳାଶ ପାତ୍ର,କୋଷାଧ୍ୟକ୍ଷ ଶ୍ରୀମତୀ ଏମ ମିନତି ରାଓ,ସଦସ୍ୟ ଶ୍ରୀଯୁକ୍ତ ବୁଲୁ କୁମାର ପାଢ଼ୀ, ଯୁଗ୍ମ ସମ୍ପାଦକ ଶ୍ରୀ ଦୀପକ କୁମାର ଚୌଧୁରୀ,ସଂଗଠନ ସମ୍ପାଦକ ଶ୍ରୀ ଅକ୍ଷୟ କୁମାର ପାଢ଼ୀ,ଶ୍ରୀ ପ୍ରମୋଦ କୁମାର ସାହୁ,ଶ୍ରୀ କୃଷ୍ଣ ଚନ୍ଦ୍ର ପାଣିଗ୍ରାହୀ,ଶ୍ରୀମତୀ ରିତା ରାଣୀ ସାହୁ,ଶ୍ରୀମତୀ ସାବିତ୍ରୀ ପାଢ଼ୀ, ଶ୍ରୀ ଗୟାଧର ବେହେରା ପ୍ରମୁଖ ଉପସ୍ଥିତ ରହି ପରିଚାଳନା କରିଥିଲେ।ପରି ଶେଷରେ ଦୀପକ କୁମାର ଚୌଧୁରୀ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!