Tuesday, August 23, 2022
Homeମାଁ ଠାକୁରାଣୀ ମନ୍ଦିର ରେ ମୋର ମାଟି ମୋର ଦେଶ କାର୍ଯ୍ୟକ୍ରମ

ମାଁ ଠାକୁରାଣୀ ମନ୍ଦିର ରେ ମୋର ମାଟି ମୋର ଦେଶ କାର୍ଯ୍ୟକ୍ରମ

ମାଁ ଠାକୁରାଣୀ ମନ୍ଦିର ରେ ମୋର ମାଟି ମୋର ଦେଶ କାର୍ଯ୍ୟକ୍ରମ
ନବରଙ୍ଗପୁର :-ଆଜି ଡାବୁଗାଁ ମାଁ ଠାକୁରାଣୀ ମନ୍ଦିର ରେ ମୋର  ମାଟି ମୋର ଦେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସରରେ ଡାବୁଗାଁ ବିଜେପି ସଭାପତି ଜେ ରାଜଶେଖର ରାଓ ଙ୍କ ନେତୃତ୍ବ ରେ ବିଭିନ୍ନ ପଞ୍ଚାୟତ ରୁ ଆସିଥିବା ପବିତ୍ର ମାଟି କୁ ଏକତ୍ରିତ କରି ଦିଲ୍ଲୀ ପଠାଇବା ପାଇଁ କାର୍ଯ୍ୟକ୍ରମ କରା ଯାଇଛି। ପୂର୍ବତନ ସାଂସଦ ବଳଭଦ୍ର ମାଝୀ, ଜିଲ୍ଲା ସଭାପତି ଯଗଦୀଶ ବିଷୟୀ , ରାଜ୍ୟ କୃଷକ ମୋର୍ଚ୍ଚା ସ୍ବତନ୍ତ୍ର ନିମନ୍ତ୍ରିତ ସଭ୍ୟ ଜୟନ୍ତ କୁମାର ପାତ୍ର, ସୋମନାଥ ପୂଜାରୀ,ସାଧାରଣ ସଂପାଦକ ମହେଶ ପାତ୍ର ଓ ଭୀମସେନ ଜେନା, ନରେଶ ସିଂ, ବୋରିଗାଁ ମଣ୍ଡଳ ସଭାପତି ଯଗଦୀଶ ଭତ୍ରା, ରତନ କଲାର, ଲୋକସଭା ସଞ୍ଚାଳନ ସମିତି ର ସଭ୍ୟା ଲକ୍ଷ୍ମୀ ଜାନୀ, ଓ୍ବାଇ ରାଜକୁମାର, ସତ୍ୟ ରାଓ, ନରୁ ସିଂ,ଦିନେଶ ସିଂ, ମନୋଜ ପାତ୍ର, ପିଣ୍ଟୁ ଅଗ୍ରୱାଲ, ଡାବୁଗାଁ ମହିଳା ମୋର୍ଚ୍ଚା ସଭାନେତ୍ରୀ କାଞ୍ଚନ ହରିଜନ, ଯାଦବ ବିଷୟୀ, ସୁନ୍ଦର ଭତ୍ରା ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ।

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!