ଗଂଜାମ ଜିଲ୍ଲା ପୋଲସରା ବିଜ୍ଞାପିତ ଅଂଚଳ ପରିଷଦ ର ମୁଖ୍ୟ ସଡ଼କ ଲୁନିଘାଟି ଠାରୁ ରାଣୀପଡ଼ା ପର୍ଯ୍ୟନ୍ତ ବୁଲି "ଶଙ୍ଖ ମୋର ଗର୍ବ ଓ ଘରେ ଘରେ ଶଙ୍ଖ "କାର୍ଯ୍ୟକ୍ରମ ସହିତ ନବୀନ ସରକାର ଙ୍କ ସଫଳତା ର ବାର୍ତ୍ତା କୁ ଲୋକ ମଧ୍ୟରେ ପ୍ରଚାର କଲି l ପୋଲସରା ବ୍ଲକ୍ ବିଭିନ୍ନ ଗ୍ରାମ ବାସି ସହିତ ମିଶି , ନବୀନ ସରକାର ସଫଳତା ବାର୍ତ୍ତା ଘରେ ଘରେ ବୁଲି ଜଣାଇଛନ୍ତି। ପୋଲସରା ଆରତୀ ଦେବୀ ।