Tuesday, August 23, 2022
Homeନିଖଜ ବ୍ୟକ୍ତିଙ୍କ ଗଳିତ ଶବ ପୋଖିରୀରୁ ଉଦ୍ଧାର

ନିଖଜ ବ୍ୟକ୍ତିଙ୍କ ଗଳିତ ଶବ ପୋଖିରୀରୁ ଉଦ୍ଧାର

ନବରଙ୍ଗପୁର:- ପାପଡ଼ାହାଣ୍ଡି ବ୍ଲକ୍ ମୋକିଆ ପଞ୍ଚାୟତ ରେ ଥିବା ବେଢ଼ା ବନ୍ଦ  ରୁ  ଆଜି ଆଉ  ଗୋଟେ ଶବ  ମରାମତ କରାଯାଇଛି । ଆଜି ସକାଳ  ଜଣେ  ବ୍ୟକ୍ତି ଙ୍କ  ଶବ ଭାସୁ ଥିବା ଦେଖିବା କୁ ମିଳିଛି।
 ବ୍ୟକ୍ତି ଜଣକ ହେଉଛନ୍ତି ମୋକିଆ  ଗ୍ରାମ ର ଦେବ ସିଂ ହରିଜନ (୫୦) ସେ ଗୁରୁବାର ଦିନ ରୁ ନିଖଜ ଥିବା ର ସୂଚନା ମିଳିଛି ଆଜି ସକାଳ ଗ୍ରାମ ର କିଛି ବ୍ୟକ୍ତି ବେଢ଼ା ବନ୍ଦ ରେ ଗାଧଇ ବା ପାଈ ଯାଇଥିବା ସମୟ ରେ ପଖୋରୀ ରେ ବ୍ୟକ୍ତି ଙ୍କ ଗୋଳିତ ଶବ ଭାସୁ ଥିବା ଦେଖିବଥିଲା ।ଏହି ଖବର ଶୁଣି ଗ୍ରାମର ସରପଞ୍ଚ  ଜଗତଜୀବନ ନାୟକ ,  ସମିତି ସଭ୍ୟ ଯୁଗଳ ବିଷୋୟୀ ସହ ଭଦ୍ର ବ୍ୟକି ମାନେ ଘଟଣା ସ୍ଥଳେ ରେ ପହୋଞ୍ଚି  ପାପଡ଼ାହାଣ୍ଡି  ପୋଲିସ ଙ୍କୁ ଯୋଗାଯୋଗ କରିଥିଲେ , ଏହା ପରେ ପାପଡ଼ାହାଣ୍ଡି  ଆଇ ଆଇ ସି ଦୀପକ କୁମାର ଜେନା , ସବ୍ ଇନ୍ସେକ୍ଟର ଶିବଜୀ ପଣ୍ଡା ଘଟଣା ସ୍ଥଳ ରେ ପହୋଞ୍ଚି ମାମଲା  ୧୫/୨୩  ରୁଜୁ କରି  ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଥିଲେ  , ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ , ପୋଲିସ ସୂଚନା ଦେଇଛନ୍ତି, ଏହି ଘଟଣା ର ତଦନ୍ତ ଆରମ୍ଭ କରିଛନ୍ତି  ।

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!