Tuesday, August 23, 2022
Home ପଞ୍ଚାୟତ ରେ ବିଜୁ ଜନତା ଦଳର ଜନ ସମ୍ପର୍କ ପଦଯାତ୍ରା

ପଞ୍ଚାୟତ ରେ ବିଜୁ ଜନତା ଦଳର ଜନ ସମ୍ପର୍କ ପଦଯାତ୍ରା

ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ରାଜ୍ୟ ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶ କ୍ରମେ ଶେରଗଡ଼ ବ୍ଲକ ର ସଭାପତି ଶ୍ରୀ ଶରତ ପାତ୍ର, ଯୁବ ସଭାପତି ଶ୍ରୀ ସନ୍ତୋଷ ପଟ୍ଟନାୟକ ଏବଂ ବ୍ଲକ ଅଧକ୍ଷ ଶ୍ରୀ କୃଷ୍ଣ ଚନ୍ଦ୍ର ନାୟକ ଙ୍କ ନେତୃତ୍ୱ ରେ ପଦଯାତ୍ରା ର ପ୍ରଥମ ଦିନରେ ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଶେରଗଡ଼ ବ୍ଲକ ର 57 ନଂ ଜୋନ କୃଷ୍ଣଛାଇ, ତାକରଡ଼ା, ଧବଳପୁର, ଧନନ୍ତର, ଡ଼େଙ୍ଗାପଦର, କୁରୁଳା ଏବଂ ଅଲାରୀଗଡ଼ ପଞ୍ଚାୟତ ରେ ବିଜୁ ଜନତା ଦଳର ଜନ ସମ୍ପର୍କ ପଦଯାତ୍ରା କରାଯାଇଥିଲା l ଏହି ପଦଯାତ୍ରା ରେ ପଞ୍ଚାୟତ ଗୁଡିକ ର ବିଜୁ ପ୍ରେମୀ,  ସରପଞ୍ଚ, ସମିତି ସଭ୍ୟ ଏବଂ ଜିଲ୍ଲାପରିଷଦ ସଭ୍ୟ ମାନଙ୍କ ସହ ବିଜୁ ଜନତା ଦଳ ର ସମସ୍ତ କର୍ମୀ ମାନଙ୍କ ସହ ଲୋକମାନଙ୍କ ପାଖକୁ ଯାଇ ଓଡିଶା ସରକାର ସମସ୍ତ ପ୍ରକାର ର ଉନ୍ନତି ମୂଳକ କାର୍ଯ୍ୟକ୍ରମ ଗୁଡିକ ବୁଝାଇବା ସହ ସରକାର ଙ୍କ ସବୁ ଉନ୍ନତି ମୂଳକ କାର୍ଯ୍ୟକ୍ରମ ଏବଂ ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଯୋଜନା ଗୁଡିକ ତୃଣମୂଳ ସ୍ତରରେ ଯେମିତି ପହଞ୍ଚି ପାରିବ ସେ ଉପରେ ଗୁରୁତ୍ୱ ଦିଆଯାଇଥିଲା। 

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!