Tuesday, August 23, 2022
Home ହାତୀପାଦପଲ୍ଲୀ ଗ୍ରାମର ନନ୍ଦିଆ ପରିଡ଼ା ପାଣିରେ ବୁଡ଼ି ମୃତ୍ୟୁ ବରଣ

ହାତୀପାଦପଲ୍ଲୀ ଗ୍ରାମର ନନ୍ଦିଆ ପରିଡ଼ା ପାଣିରେ ବୁଡ଼ି ମୃତ୍ୟୁ ବରଣ

ଗଂଜାମ ଜିଲ୍ଲା, ପୋଲସରା ବ୍ଲକ୍ ଅନ୍ତର୍ଗତ ହାତୀପାଦପଲ୍ଲୀ ଗ୍ରାମର ନନ୍ଦିଆ ପରିଡ଼ା ପାଣିରେ ବୁଡ଼ି ମୃତ୍ୟୁ ବରଣ କରିଛନ୍ତି।ଖବର ପାଇ ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ପୋଲସରା ମେଡ଼ିକାଲ୍ କୁ ଯାଇ ଶୋକ ସଂତପ୍ତ ପରିବାରକୁ ଭେଟି ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି।

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!