ଜାତୀୟ ପିତା ମହାତ୍ମାଗାନ୍ଧୀଙ୍କ ଜୟନ୍ତୀ ଉପଲକ୍ଷେ ସୂର୍ଯ୍ୟୋଦୟ ସେଵା ଆଶ୍ରମ ତରଫରୁ
ଗଂଜାମ ଜିଲ୍ଲା ହିଞ୍ଜିଳିକାଟୁ ବରିଷ୍ଠ ସମାଜସେବୀ ଶ୍ରୀଯୁକ୍ତ ମହେଶ୍ଵର ପୂଜାରୀ ଶ୍ରୀକ୍ଷେତ୍ର ମାର୍ଗ 3rd ଲାଇନ୍ ବଇଁଚଵେଣିଆ ହିଞ୍ଜିଳିକାଟୁ।ମାନବ ସେବା ହିଁ ମାଧବ ସେଵା କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା।ସୋରଡା ବ୍ଲକ୍ ,ଖଜୁରିପଲ୍ଲୀ,ବନ୍ଧାଗୋଛା,ଜୟସିଙ୍ଗ,ଭେଜିପଲ୍ଲୀ ନୁଣ୍ଡିରି ଗୁଡା,ଵେଙ୍ଗେଇ ବନ୍ଧ । ଏହିସବୁ ଗ୍ରାମ ଗୁଡିକରେ ବସ୍ତ୍ର ଓ ରାସନ୍ ସାମଗ୍ରୀ ଓ ଶୁଖିଲା ଖାଦ୍ୟ ପଦାର୍ଥ ବଣ୍ଟନ କରାଯାଇଛି। ଏଭଳି କାର୍ଯ୍ୟକ୍ରମ ସ୍ଥାନୀୟ ଜନସାଧାରଣ ଓ ବୁଦ୍ଧିଜୀବି ମହଲରେ ଆନନ୍ଦ ଉଲ୍ଲାସର ସହିତ । ସାଧୁବାଦ ଜଣାଇଛନ୍ତି। ଏଭଳି କାର୍ଯ୍ୟକ୍ରମ ଅନେକ ଦିନରୁ ଗଂଜାମ ଜିଲ୍ଲାର କୋଣେ ଅନୁକୋଣେ କରିଆସୁଛନ୍ତି। ତାଙ୍କର ମୂଳ ଲକ୍ଷ୍ୟ ମାନବ ସେବା ହିଁ ମାଧବ ସେଵା।